November 26, 2024

ସମାଚାର

🌹🌼👉ମହାବୀର ପଞ୍ଜିକା👈🌼🌹

*🌹🌼👉ମହାବୀର ପଞ୍ଜିକା👈🌼🌹* *✧═════•❁❀❁•═════✧* *ଅଦ୍ୟ ମାର୍ଚ୍ଚ ମାସ ୨୬ ତାରିଖ ୨୦୨୩ ମସିହା(ରବିବାର)* *ଶକାବ୍ଦ -୧୯୪୪* *ସମ୍ବତ -୨୦୮୦* *ଦିଲ୍ଲୀସ୍ୱରାଦ୍ଧ-୧୪୩୦* *ସମ୍ବତ୍ସର-ଅନଳ* *ଚୈତ୍ରମାସ-ଶୁକ୍ଳପକ୍ଷ* *ତିଥି- ପଞ୍ଚମୀ ଦିବା...

ପଞ୍ଚମ ଥର ପାଇଁ ମୋହନା ଓକିଲ ସଂଘର ସଭାପତି ହେଲେ ରବୀନ୍ଦ୍ର କୁମାର ନାୟକ ….

ଗଜପତି ଜିଲ୍ଲା ମୋହନା ପ୍ରଥମ ଶ୍ରେଣୀ ବିଚାର ବିଭାଗ ଅଦାଲତ ଓକିଲ ସଂଘ (ବାର ଆସୋସିଏସନ)ର ସଭାପତି ହେଲେ ରବୀନ୍ଦ୍ର କୁମାର ନାୟକ, ସେ ବର୍ତ୍ତମାନ କୁ...

ଅଷ୍ଠମ ଥର ହେଲେ ଓକିଲ ସଂଘର ସଭାପତି ଶ୍ରୀ ମଣି ପ୍ରସାଦ

କୋରାପୁଟ ଜ଼ିଲ୍ଲା କୋଟପାଡ଼ ବାର ଏ ସଅ ସି ଏ ସ ନ ର ସଭାପତି ଭାବରେ ଶ୍ରୀ ମଣି ପ୍ରସାଦ ପଟ୍ଟନାୟକ ମନୋନୀତ ହୋଇଥିବା ଜଣାଯାଇଛି...

କୁନ୍ଦୁରାରେ ଗୌଡ଼ ସମାଜର ବ୍ଲକ କମିଟି ଗଠିତ, ସମାବେଶ ପାଇଁ ପ୍ରସ୍ତୁତି ବୈଠକ ——-

କୁନ୍ଦୁରା----- କୋରାପୁଟ ଜିଲ୍ଲା ଯାଦବ ମହାସଭାର ବୈଠକ ଆଜି କୁନ୍ଦୁରା କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସାଧାରଣ ସମ୍ପାଦକ ରାଜେନ୍ଦ୍ର କୁମାର ଗୌଡ଼ଙ୍କ...

ଗୋଲିଆରେ ସମବାୟ ବ୍ୟାଙ୍କ୍ ସେବା ଓ ଋଣ କର୍ମଶାଳା 

ବୁଗୁଡା : ତା ୨୫/୦୩/୨୩ : ବୁଗୁଡା ବ୍ଳକ ଅନ୍ତର୍ଗତ ଗୋଲିଆ ସେବା ସମବାୟ ସମିତି ଆନୁକୂଲ୍ୟରେ ପଞ୍ଚାୟତ କର୍ଯାଳୟରେ ସମିତି ସ୍ତରୀୟ ବ୍ଯାଙ୍କ୍ ସେବା ଓ...

ଉମରକୋଟ ବାର ଆସୋସିଏସନ ର ନିର୍ବାଚନ ଫଳାଫଳ ———-

( ଉମରକୋଟ ରୁ ଏମ୍ ଦିନା°ଶୁ ଆଚାରୀ ଙ୍କ ରିପୋର୍ଟ) ଆଜି ନବରଙ୍ଗପୁର ଜିଲ୍ଲା ଉମରକୋଟ ବାର ଆସୋସିଏସନ ରେ ନିର୍ବାଚନ ହୋଇଯାଇଛି. ନିର୍ବାଚନରେ ସଭାପତି ଓ...

ଆଦିବାସୀ ଅଧ୍ୟୁଷିତ ମୋହନାବ୍ଲକରେ ଲାଗିରହିଥିବା ରାସ୍ତା ସମସ୍ୟା କୁ ପୁଣି ଦେଖା ଦେଇଛି ଜନନୀ ଯନ୍ତ୍ରଣା

ପାରଳାଖେମୁଣ୍ଡି:୨୫/୩(ଗରୁଡ ଧ୍ଵଜ ଚୌଧୁରୀ) ଗଜପତି ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ବ୍ଲକ ଭାବେ ପରିଚିତ ମୋହନା ବ୍ଲକର ବିଭିନ୍ନ ଗ୍ରାମାଞ୍ଚଳ ରେ ଲାଗିରହିଥିବା ରାସ୍ତା ସମସ୍ୟା ପାଇଁ ପୁଣି...

ଜନ କଲ୍ୟାଣ ପ୍ରତିଷ୍ଠାନ ଗଜପତି ଆନୁକୁଲ୍ୟରେ ଭବ୍ୟ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ——-

ପାରଳାଖେମୁଣ୍ଡି:୨୫/୦୩(ଗରୁଡ଼ ଧ୍ଵଜ ଚୌଧୁରୀ) ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଆପନ୍ନl ପରିଛା ଉଚ୍ଚପ୍ରଥମିକ ବିଦ୍ୟାଳୟରେ ଏକ ଭବ୍ୟ ସଂବର୍ଥନl ଉତ୍ସବ, ଓଡ଼ିଶା ସାହିତ୍ୟ ଏକାଡେ଼ମୀ...

ପାରଳାଖେମୁଣ୍ଡି ବାର ଆସୋସଏସନର ସଭାପତି ସିଦ୍ଧେଶ୍ୱର ମିଶ୍ର ଓସମ୍ପାଦକଭାବେ ଏମ.ପୃଥିଭିରାଜ ନିର୍ବାଚିତ

  ପାରଳାଖେମୁଣ୍ଡି:୨୫/୩(ଗରୁଡ଼ ଧ୍ଵଜ ଚୌଧୁରୀ) ପାରଳାଖେମୁଣ୍ଡି ବାରଆସୋିଏସନର କର୍ମକର୍ତ୍ତା ନିର୍ବାଚନ ଆଜି ଶାନ୍ତି ଶୃଙ୍ଖଳାର ସହ ଅନୁଷ୍ଠିତ ହୋଇ ଯାଇଛି l ଏହି ନିର୍ବାଚନରେ ବାର ଆସୋସିସନର...

ଜନ କଲ୍ୟାଣ ପ୍ରତିଷ୍ଠାନ ଗଜପତି ଆନୁକୁଲ୍ୟରେ ଭବ୍ୟ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ——-

  ପାରଳାଖେମୁଣ୍ଡି:୨୫/୦୩(ଗରୁଡ଼ ଧ୍ଵଜ ଚୌଧୁରୀ) ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଆପନ୍ନl ପରିଛା ଉଚ୍ଚପ୍ରଥମିକ ବିଦ୍ୟାଳୟରେ ଏକ ଭବ୍ୟ ସଂବର୍ଥନl ଉତ୍ସବ, ଓଡ଼ିଶା ସାହିତ୍ୟ...

You may have missed

ଅଲିଭ ରିଡ଼ଲେ କଇଁଛଙ୍କ ଆଗମନ ପୂର୍ବରୁ ଚମକିଲା ପୋଡ଼ମପେଟା ବେଳାଭୂମି ଛତ୍ରପୁର -୨୫/୧୧/୨୪(ଅରୁଣ କୁମାର ପଣ୍ଡା )ଶୀତଋତୁର ଆଗମନରେ ଗଞ୍ଜାମ ଜିଲ୍ଲାର ଋଷିକୂଲ୍ୟା ନଦୀ ମୁହାଣ ନିକଟସ୍ଥ ପୋଡ଼ମପେଟା ବେଳାଭୂମି ତଥା ଗୋଖରକୁଦା ଅଞ୍ଚଳ ଅଲିଭ ରିଡ଼ଲେ କଇଁଛମାନଙ୍କ ଆଗମନରେ ଚଳଚଞ୍ଚଳ ହୋଇଉଠେ। ଏହି ବିରଳ ପ୍ରଜାତିର କଇଁଛମାନଙ୍କର କିପରି ସୁରକ୍ଷା କରାଯାଇପାରିବ ତଥା ବେଳାଭୂମିର ସୌନ୍ଦର୍ଯ୍ୟ ରକ୍ଷା କରାଯାଇପାରିବ ସେ ନେଇ ଆଜି ଗଞ୍ଜାମ ନିକଟସ୍ଥ ପୋଡ଼ମପେଟା ବେଳାଭୂମିରେ ଟାଟା ଷ୍ଟିଲ ଫାଉଣ୍ଡେସନ, ଓ.ଏସ.ଏ.ପି. ୮ମ ବାଟାଲିୟନ, ରାମଚଣ୍ଡୀ ପୂଜା କମିଟି ଓ ସେବା ପ୍ରତିନିଧି ସଙ୍ଗଠନର ମିଳିତ ଉଦ୍ୟମରେ ଏକ ବିଶାଳ ସଫେଇ କାର୍ଯ୍ୟକ୍ରମ ସକାଳ ୮ଘଟିକାରୁ ଆରମ୍ଭ ହୋଇ ଦିବା ୯.୩୦ମିନିଟ ପର୍ଯ୍ୟନ୍ତ ଚାଲିଥିଲା। ଏଥିରେ ସହଯୋଗର ହାଥ ବଢାଇଥିଲେ ଟାଟା ଷ୍ଟିଲ ଫାଉଣ୍ଡେସନର ବନ୍ୟଜନ୍ତୁ ସଂରକ୍ଷଣ ପରିଚାଳକ ଡ଼ଃ ସୁବ୍ରତ ଦେବତା, ସହକାରୀ ପରିଚାଳକ ରାଜେଶ୍ୱରୀ ଗୌଡ଼, ଅଶ୍ୱିନୀ କୁମାର ପୃଷ୍ଟି, ବାଟାଲିୟନ କମାଣ୍ଡାଣ୍ଟ ଶାରଦା ପ୍ରସାଦ ଦାଶ, ଛତ୍ରପୁର ଏସଡ଼ିଜେଏମ କୋର୍ଟର କ୍ୟାଡ଼ର ଏପିପି ରାଜେଶ କୁମାର ମିଶ୍ର, ସମାଜସେବୀ ମନୋଜ ମିଶ୍ର, ଟୁଟୁ ନାୟକ, ଏସ. ରବି, ରାଜେଶ ପାତ୍ର, ଦିନେଶ ମହାନ୍ତି, ଦୀପକ ବେହେରା, ମାଧବ ସାସମଲ, ଓକିଲ ଲସିତ ବେହେରା, ନାରାୟଣ ସାହୁ ପ୍ରମୁଖ। ସେହିପରି ଏହି କାର୍ଯ୍ୟ ନିମନ୍ତେ କୋଟକ ମହିନ୍ଦ୍ରା ବ୍ୟାଙ୍କ ସମସ୍ତ ଆବଶ୍ୟକୀୟ ସହାୟତା ଯଥା ଗ୍ଲୋବସ୍ ଓ ଝୋଟ ବସ୍ତା ଯୋଗାଇ ଦେଇଥିଲେ। ଶେଷରେ ଟାଟା ଷ୍ଟିଲ ଫାଉଣ୍ଡେସନର ବନ୍ୟଜନ୍ତୁ ସଂରକ୍ଷଣ ପରିଚାଳକ ଡ଼ଃ ସୁବ୍ରତ ଦେବତା ସମସ୍ତଙ୍କୁ ଧନ୍ୟବାଦ ଦେବା ସହ ଏହି କାର୍ଯ୍ୟ ଆଗକୁ ଜାରି ରହିବ ବୋଲି ସୂଚନା ଦେଇଥିଲେ।.