November 26, 2024

ସମାଚାର

ଶିକ୍ଷକଙ୍କ ପ୍ରଥମ ପର୍ଯ୍ୟାୟ ବ୍ଲକ୍ ସ୍ତରୀୟ ପ୍ରାରମ୍ଭ ତାଲିମ ଶିବିର ଆରମ୍ଭ 

  ବୁଗୁଡା : ତା ୨୮/୦୩/୨୩ : ସ୍ଥାନୀୟ ପିପୁଲ୍ସ ହାଇସ୍କୁଲରେ ଦୁଇଟି ଏବଂ ପଙ୍କଳବାଡି ହାଇସ୍କୁଲରେ ଗୋଟିଏ କେନ୍ଦ୍ରରେ ପ୍ରାଥମିକ ଶିକ୍ଷକଙ୍କ ଏକ ବ୍ଲକ ସ୍ତରୀୟ...

ପଞ୍ଚମହଲା ହାଇସ୍କୁଲରେ ରାଗ ପଞ୍ଚମ କାର୍ଯ୍ୟକ୍ରମ

ଉଲୁଣ୍ଡା - ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ପଞ୍ଚମହଲା ସ୍ଥିତ ଗଣେଶ୍ୱର ହାଇସ୍କୁଲ ର ପ୍ରଧାନ ଶିକ୍ଷକ ସାହିତ୍ୟିକ ଶ୍ରୀଧର ବାଗ ଆସନ୍ତା 31 ତାରିଖରେ ଅବସର...

ପାରଳାଖେମୁଣ୍ଡି ସ୍ଥିତ ରାମ ନଗର ବସ୍ତି ଅଞ୍ଚଳରେ ସହରାଞ୍ଚଳ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ଉଦଘାଟିତ

  ପାରଳାଖେମୁଣ୍ଡି:୨୮/୩(ଗରୁଡ଼ ଧ୍ଵଜ ଚୌଧୁରୀ) ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ରାମନଗର ବସ୍ତି ଅଞ୍ଚଳରେ ସହରାଞ୍ଚଳ ସ୍ୱାସ୍ଥ୍ୟ ମିଶନ ଅନ୍ତର୍ଗତରେ ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ...

କେନ୍ଦ୍ରାପଡା ମହାବିଦ୍ୟାଳୟଓଡିଆ ଭାଷା ସାହିତ୍ୟ ବିଭାଗର ଜାତୀୟ ଆଲୋଚନା ଚକ୍ର ଉଦଯାପିତ ।। କେନ୍ଦ୍ରାପଡ଼ା,

କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟର ଓଡିଆ ଭାଷା ଓ ସାହିତ୍ୟ ବିଭାଗ ପକ୍ଷରୁ ୨୦୦୦ ପରବର୍ତୀ ଓଡିଆ ସାହିତ୍ୟ: ଦିଶା ଓ ଦୃଷ୍ଟି ଶିର୍ଷକ ଏକ ଦ୍ୱିଦିବସୀୟ...

ଆଜିର ଖବର

*╭───────────────────╮* *🌄ସକାଳର ଖବର, ୨୮-ମାର୍ଚ୍ଚ-୨୦୨୩, ମଙ୍ଗଳବାର* *╰───────────────────╯* •┈┈┈┈┈┈┈┈┈┈┈┈┈┈┈┈┈┈┈┈• ➡️୧-ରୁକୁଣା ରଥ ଯାତ୍ରା ପାଇଁ ନିର୍ଘଣ୍ଟ ହେଲା ଚୂଡାନ୍ତ ନୀତି, ଆସନ୍ତାକାଲି ଅପରାହ୍ନ ୩ଟା ଠାରୁ ୩;୩୦...

କେନ୍ଦ୍ରାପଡା ମହାବିଦ୍ୟାଳୟଓଡିଆ ଭାଷା ସାହିତ୍ୟ ବିଭାଗର ଜାତୀୟ ଆଲୋଚନା ଚକ୍ର ଉଦଯାପିତ

  କେନ୍ଦ୍ରାପଡ଼ା, କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟର ଓଡିଆ ଭାଷା ଓ ସାହିତ୍ୟ ବିଭାଗ ପକ୍ଷରୁ ୨୦୦୦ ପରବର୍ତୀ ଓଡିଆ ସାହିତ୍ୟ: ଦିଶା ଓ ଦୃଷ୍ଟି ଶିର୍ଷକ...

ଆଜିର ରାଶିଫଳ

*🌹🌼👉ମହାବୀର ପଞ୍ଜିକା👈🌼🌹* *✧═════•❁❀❁•═════✧* *ଅଦ୍ୟ ମାର୍ଚ୍ଚ ମାସ ୨୮ ତାରିଖ ୨୦୨୩ ମସିହା(ମଙ୍ଗଳବାର)* *ଶକାବ୍ଦ -୧୯୪୪* *ସମ୍ବତ -୨୦୮୦* *ଦିଲ୍ଲୀସ୍ୱରାଦ୍ଧ-୧୪୩୦* *ସମ୍ବତ୍ସର-ଅନଳ* *ଚୈତ୍ରମାସ-ଶୁକ୍ଳପକ୍ଷ* *ତିଥି- ସପ୍ତମୀ ସନ୍ଧ୍ୟା...

କାଶୀନଗର ବ୍ଲକ ଅନ୍ତର୍ଗତ କିଡିଗାଁ ଠାରେ ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡାଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ

  ପାରଳାଖେମଣ୍ଡି:୨୭/୩(ଗରୁଡ଼ ଧ୍ଵଜ ଚୌଧୁରୀ)ଗଜପତି ଜିଲ୍ଲା କାଶୀନଗର ବ୍ଲକ ଅନ୍ତର୍ଗତ କିଡିଗାଁ ଗ୍ରାମ ପଞ୍ଚାୟତ ସମ୍ମିଳନୀ କକ୍ଷଠାରେ ଗ୍ରାମ୍ୟ ମୁଖୀ ପ୍ରଶାସନ ସହ ସଂଯୁକ୍ତ ଜନ ଅଭିଯୋଗ...

ଖନ୍ଦୋଳ ଝାଡଶ୍ୱରପୁର ପ୍ରଧାନ ମନ୍ତ୍ରୀ ସଡ଼କ ନିମ୍ନମାନର କାର୍ଯ୍ୟ କୁ ବିରୋଧ

ମାହାଙ୍ଗା _ କଟକ ଜିଲ୍ଲା ମାହାଙ୍ଗା ବ୍ଲକ ଖନ୍ଦୋଳ ଝାଡେଶ୍ୱର୍ ପୁର ପ୍ରଧାନମନ୍ତ୍ରୀ ସଡ଼କ ନିମ୍ନ ମାନର କାର୍ଯ୍ୟ କୁ ବିରୋଧ। ଭଉଁରିଆ ପଂଚାୟତ ପନ୍ଦର ବାଟିଆ...

ଜିଲ୍ଲା ବିଜେଡ଼ି ସଭାପତି ଙ୍କ ଚୁଡ଼ଙ୍ଗପୁର ପଞ୍ଚାୟତ ଗସ୍ତ

    ଗଜପତି ଜିଲ୍ଲା ମୋହନା ବ୍ଲକ୍ ଅନ୍ତର୍ଗତ ଚୁଡ଼ଙ୍ଗପୁର ପଞ୍ଚାୟତର ଗୁମିଗୁଡ଼। ଠାରେ ଇଷ୍ଟ ଇଣ୍ଡିଆ ର ପାଳକ ମାନଙ୍କ ଦ୍ୱାରା ନୁତନ ଜିଲ୍ଲା ବିଜେଡ଼ି...

You may have missed

ଅଲିଭ ରିଡ଼ଲେ କଇଁଛଙ୍କ ଆଗମନ ପୂର୍ବରୁ ଚମକିଲା ପୋଡ଼ମପେଟା ବେଳାଭୂମି ଛତ୍ରପୁର -୨୫/୧୧/୨୪(ଅରୁଣ କୁମାର ପଣ୍ଡା )ଶୀତଋତୁର ଆଗମନରେ ଗଞ୍ଜାମ ଜିଲ୍ଲାର ଋଷିକୂଲ୍ୟା ନଦୀ ମୁହାଣ ନିକଟସ୍ଥ ପୋଡ଼ମପେଟା ବେଳାଭୂମି ତଥା ଗୋଖରକୁଦା ଅଞ୍ଚଳ ଅଲିଭ ରିଡ଼ଲେ କଇଁଛମାନଙ୍କ ଆଗମନରେ ଚଳଚଞ୍ଚଳ ହୋଇଉଠେ। ଏହି ବିରଳ ପ୍ରଜାତିର କଇଁଛମାନଙ୍କର କିପରି ସୁରକ୍ଷା କରାଯାଇପାରିବ ତଥା ବେଳାଭୂମିର ସୌନ୍ଦର୍ଯ୍ୟ ରକ୍ଷା କରାଯାଇପାରିବ ସେ ନେଇ ଆଜି ଗଞ୍ଜାମ ନିକଟସ୍ଥ ପୋଡ଼ମପେଟା ବେଳାଭୂମିରେ ଟାଟା ଷ୍ଟିଲ ଫାଉଣ୍ଡେସନ, ଓ.ଏସ.ଏ.ପି. ୮ମ ବାଟାଲିୟନ, ରାମଚଣ୍ଡୀ ପୂଜା କମିଟି ଓ ସେବା ପ୍ରତିନିଧି ସଙ୍ଗଠନର ମିଳିତ ଉଦ୍ୟମରେ ଏକ ବିଶାଳ ସଫେଇ କାର୍ଯ୍ୟକ୍ରମ ସକାଳ ୮ଘଟିକାରୁ ଆରମ୍ଭ ହୋଇ ଦିବା ୯.୩୦ମିନିଟ ପର୍ଯ୍ୟନ୍ତ ଚାଲିଥିଲା। ଏଥିରେ ସହଯୋଗର ହାଥ ବଢାଇଥିଲେ ଟାଟା ଷ୍ଟିଲ ଫାଉଣ୍ଡେସନର ବନ୍ୟଜନ୍ତୁ ସଂରକ୍ଷଣ ପରିଚାଳକ ଡ଼ଃ ସୁବ୍ରତ ଦେବତା, ସହକାରୀ ପରିଚାଳକ ରାଜେଶ୍ୱରୀ ଗୌଡ଼, ଅଶ୍ୱିନୀ କୁମାର ପୃଷ୍ଟି, ବାଟାଲିୟନ କମାଣ୍ଡାଣ୍ଟ ଶାରଦା ପ୍ରସାଦ ଦାଶ, ଛତ୍ରପୁର ଏସଡ଼ିଜେଏମ କୋର୍ଟର କ୍ୟାଡ଼ର ଏପିପି ରାଜେଶ କୁମାର ମିଶ୍ର, ସମାଜସେବୀ ମନୋଜ ମିଶ୍ର, ଟୁଟୁ ନାୟକ, ଏସ. ରବି, ରାଜେଶ ପାତ୍ର, ଦିନେଶ ମହାନ୍ତି, ଦୀପକ ବେହେରା, ମାଧବ ସାସମଲ, ଓକିଲ ଲସିତ ବେହେରା, ନାରାୟଣ ସାହୁ ପ୍ରମୁଖ। ସେହିପରି ଏହି କାର୍ଯ୍ୟ ନିମନ୍ତେ କୋଟକ ମହିନ୍ଦ୍ରା ବ୍ୟାଙ୍କ ସମସ୍ତ ଆବଶ୍ୟକୀୟ ସହାୟତା ଯଥା ଗ୍ଲୋବସ୍ ଓ ଝୋଟ ବସ୍ତା ଯୋଗାଇ ଦେଇଥିଲେ। ଶେଷରେ ଟାଟା ଷ୍ଟିଲ ଫାଉଣ୍ଡେସନର ବନ୍ୟଜନ୍ତୁ ସଂରକ୍ଷଣ ପରିଚାଳକ ଡ଼ଃ ସୁବ୍ରତ ଦେବତା ସମସ୍ତଙ୍କୁ ଧନ୍ୟବାଦ ଦେବା ସହ ଏହି କାର୍ଯ୍ୟ ଆଗକୁ ଜାରି ରହିବ ବୋଲି ସୂଚନା ଦେଇଥିଲେ।.