ପୁଲୱାମା ଶହୀଦ ବୀରଙ୍କୁ ଶ୍ରଦ୍ଧାଞ୍ଜଳୀ ଅଷ୍ଟମ ପଡ଼ିଆବାହାଲ କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ, ନକ୍ସାପାଲି ବିଜୟୀ
ସମ୍ବଲପୁର,୧୮।୦୨() : ପୁଲୱାମା ଶହୀଦ ବୀରଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ଭଳି ମହତ୍ ଉଦ୍ଦେଶ୍ୟ ରଖି ଅଷ୍ଟମ ପଡ଼ିଆବାହାଲ କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟର ବୁଧବାର ଉଦଯାପନ ହୋଇଯାଇଛି...
