ଘୁମୁସର ର ସ୍ବର” ବାଲିପଦର ପକ୍ଷରୁ ୧୨୦ତମ ପୁର୍ଣ୍ଣିମା ସାହିତ୍ୟ ଆସର- କବି ଡ. ହୁସେନ୍ ରବି ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି!!
କବି ଡ. ହୁସେନ୍ ରବି ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି!! --------------------------------- ବୁଗୁଡା:-ତା-୦୫-୦୨-୨୦୨୩ ଗଞ୍ଜାମ ଜିଲ୍ଲାର ଅଗ୍ରଣୀ ସାହିତ୍ୟ ପ୍ରତିଷ୍ଠାନ "ଘୁମୁସର ର ସ୍ବର" ବାଲିପଦର ପକ୍ଷରୁ ୧୨୦ତମ ପୁର୍ଣ୍ଣିମା...