November 26, 2024

ଖବର ଉପାନ୍ତ ଓଡିଶା

ମା ଝାଡେଶ୍ବରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଜାତୀୟ ସେବା ଯୋଜନା ସ୍ୱେଚ୍ଛାସେବୀଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

ସମ୍ବଲପୁର, (ରାଜାରାମ ଷଡ଼ଙ୍ଗୀ):ମା ଝାଡେଶ୍ବରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଶନିବାର ଜାତୀୟ ସେବା ଯୋଜନାର ସ୍ୱେଚ୍ଛାସେବୀମାନଙ୍କ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଆୟୋଜିତ...

ଆଇଆଇଏମ୍ ର “ଉଦ୍‌ଭାବନମ୍‌’ ଉନ୍ମୋଚିତ: ଭବିଷ୍ୟତ ଲାଗି ପ୍ରସ୍ତୁତ ଉତ୍ପାଦ ପରିଚାଳନା ପାଇଁ ହେବ ଉତ୍କର୍ଷ କେନ୍ଦ୍ର 

  ସମ୍ବଲପୁର, ତା. ୦୬.୧୦(ରାଜାରାମ ଷଡ଼ଙ୍ଗୀ): ଅନ୍ୟତମ ପ୍ରମୁଖ ମ୍ୟାନେଜମେଂଟ୍ ଅନୁଷ୍ଠାନ ଆଇଆଇଏମ୍ ସମ୍ବଲପୁର ଉତ୍ପାଦ ପରିଚାଳନାର ଭବିଷ୍ୟତକୁ ସମର୍ପିତ ଏକ ଅଭିନବ କାର୍ଯ୍ୟକ୍ରମ “ଉଦ୍ଭାବନମ୍‌'ର ଉଦ୍‌ଘାଟନୀ...

ଶିକ୍ଷାରେ ଭାରତୀୟ ସମାବେଶର ଆବଶ୍ୟକତା ରହିଛି 

    ସମ୍ବଲପୁର,(ରାଜାରାମ ଷଡ଼ଙ୍ଗୀ):ଭାରତୀୟ ଶିକ୍ଷଣ ମଣ୍ଡଳ ଓଡିଶା ପଶ୍ଚିମ ପ୍ରାନ୍ତ, କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ ଓଡିଶା ଓ ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟର ସଂଯୁକ୍ତ ଅଧିନରେ ଗଙ୍ଗାଧର ମେହେର...

ଯୋଗ ହିଁ ମଣିଷ କୁ ସମୃଦ୍ଧ କରେ ,କୃତ୍ରିମ ବୁଦ୍ଧିମତା ଯୁଗର ଆବଶ୍ୟକତା, (ରାଷ୍ଟ୍ର ନିର୍ମାଣ ରେ ଯୁବପ୍ରସ୍ତୁତି ର ଉଦଯାପନୀ ପ୍ରଶିକ୍ଷଣ)

      ସମ୍ବଲପୁର  , (ରାଜାରାମ ଷଡ଼ଙ୍ଗୀ):ଆଜି ପୂର୍ବାହ୍ନରେ ସମ୍ବଲପୁର ପବ୍ଲିକ ଲାଇବ୍ରେରୀ ତରଫରୁ ପିଲାଙ୍କ ପାଇଁ ଯୁବ ପ୍ରସ୍ତୁତି ପ୍ରଶିକ୍ଷଣ ଶିବିରର ଅନ୍ତିମ ଦିବସ...

ଚଳନ୍ତି ଓ ପ୍ରତକ୍ଷ ଦେବୀ ନୀଳବାଡି ରେ ଶ୍ରୀ ଅଗ୍ନି ଗଙ୍ଗାମ୍ମା

   ରାୟଗଡା (ଅମୁଲ୍ୟ ନିଶଙ୍କ ) :ଆନ୍ଧ୍ର ପ୍ରଦେଶ କୋରାପୁଟ ତଥା ରାୟଗଡା ଜ଼ିଲ୍ଲା ର ସୀମାନ୍ତ ଅଂଚଳ କୋରାପୁଟ ଜ଼ିଲ୍ଲା ର ବନ୍ଧୁଗାଁ ବ୍ଲକ ର...

ବିଧାୟକ ଙ୍କ ଦ୍ୱାରା କଲ୍ୟାଣ ମଣ୍ଡପ ଉଦ୍ୟାନ, ଖୋଲା ଜିମ ଇ ଗ୍ରାମଣୀ ହାଟ ଉଦଘାଟିତ 

  ରାୟଗଡା : ରାୟଗଡା ଜ଼ିଲ୍ଲା ସଦର ବ୍ଲକ ରେ କୁଲି ପଂଚାୟତ ଠାରେ ଏକ କଲ୍ୟାଣ ମଣ୍ଡପ, ଖୋଲା ଜିମ ଓ ଉଦ୍ୟାନ ଓ ଆଲୁବାଡି...

ବିଶ୍ୱ ବନ୍ୟପ୍ରାଣୀ ସପ୍ତାହ ପାଳନ..

ଗୁଣପୁର -ବିଶ୍ୱ ବନ୍ୟପ୍ରାଣୀ ସପ୍ତାହ ପାଳନ ଅବସରରେ ଗୁଣପୁର ବନାଞ୍ଚଳ ଦ୍ୱାରା ଧନାନ୍ତରୀ, ଚାଲାକମ୍ବା,ଭୀମପୁର ପଞ୍ଚାୟତ ର ବିଭିନ୍ନ S S G ମା ମାନଙ୍କୁ ନେଇ...

You may have missed

ଅଲିଭ ରିଡ଼ଲେ କଇଁଛଙ୍କ ଆଗମନ ପୂର୍ବରୁ ଚମକିଲା ପୋଡ଼ମପେଟା ବେଳାଭୂମି ଛତ୍ରପୁର -୨୫/୧୧/୨୪(ଅରୁଣ କୁମାର ପଣ୍ଡା )ଶୀତଋତୁର ଆଗମନରେ ଗଞ୍ଜାମ ଜିଲ୍ଲାର ଋଷିକୂଲ୍ୟା ନଦୀ ମୁହାଣ ନିକଟସ୍ଥ ପୋଡ଼ମପେଟା ବେଳାଭୂମି ତଥା ଗୋଖରକୁଦା ଅଞ୍ଚଳ ଅଲିଭ ରିଡ଼ଲେ କଇଁଛମାନଙ୍କ ଆଗମନରେ ଚଳଚଞ୍ଚଳ ହୋଇଉଠେ। ଏହି ବିରଳ ପ୍ରଜାତିର କଇଁଛମାନଙ୍କର କିପରି ସୁରକ୍ଷା କରାଯାଇପାରିବ ତଥା ବେଳାଭୂମିର ସୌନ୍ଦର୍ଯ୍ୟ ରକ୍ଷା କରାଯାଇପାରିବ ସେ ନେଇ ଆଜି ଗଞ୍ଜାମ ନିକଟସ୍ଥ ପୋଡ଼ମପେଟା ବେଳାଭୂମିରେ ଟାଟା ଷ୍ଟିଲ ଫାଉଣ୍ଡେସନ, ଓ.ଏସ.ଏ.ପି. ୮ମ ବାଟାଲିୟନ, ରାମଚଣ୍ଡୀ ପୂଜା କମିଟି ଓ ସେବା ପ୍ରତିନିଧି ସଙ୍ଗଠନର ମିଳିତ ଉଦ୍ୟମରେ ଏକ ବିଶାଳ ସଫେଇ କାର୍ଯ୍ୟକ୍ରମ ସକାଳ ୮ଘଟିକାରୁ ଆରମ୍ଭ ହୋଇ ଦିବା ୯.୩୦ମିନିଟ ପର୍ଯ୍ୟନ୍ତ ଚାଲିଥିଲା। ଏଥିରେ ସହଯୋଗର ହାଥ ବଢାଇଥିଲେ ଟାଟା ଷ୍ଟିଲ ଫାଉଣ୍ଡେସନର ବନ୍ୟଜନ୍ତୁ ସଂରକ୍ଷଣ ପରିଚାଳକ ଡ଼ଃ ସୁବ୍ରତ ଦେବତା, ସହକାରୀ ପରିଚାଳକ ରାଜେଶ୍ୱରୀ ଗୌଡ଼, ଅଶ୍ୱିନୀ କୁମାର ପୃଷ୍ଟି, ବାଟାଲିୟନ କମାଣ୍ଡାଣ୍ଟ ଶାରଦା ପ୍ରସାଦ ଦାଶ, ଛତ୍ରପୁର ଏସଡ଼ିଜେଏମ କୋର୍ଟର କ୍ୟାଡ଼ର ଏପିପି ରାଜେଶ କୁମାର ମିଶ୍ର, ସମାଜସେବୀ ମନୋଜ ମିଶ୍ର, ଟୁଟୁ ନାୟକ, ଏସ. ରବି, ରାଜେଶ ପାତ୍ର, ଦିନେଶ ମହାନ୍ତି, ଦୀପକ ବେହେରା, ମାଧବ ସାସମଲ, ଓକିଲ ଲସିତ ବେହେରା, ନାରାୟଣ ସାହୁ ପ୍ରମୁଖ। ସେହିପରି ଏହି କାର୍ଯ୍ୟ ନିମନ୍ତେ କୋଟକ ମହିନ୍ଦ୍ରା ବ୍ୟାଙ୍କ ସମସ୍ତ ଆବଶ୍ୟକୀୟ ସହାୟତା ଯଥା ଗ୍ଲୋବସ୍ ଓ ଝୋଟ ବସ୍ତା ଯୋଗାଇ ଦେଇଥିଲେ। ଶେଷରେ ଟାଟା ଷ୍ଟିଲ ଫାଉଣ୍ଡେସନର ବନ୍ୟଜନ୍ତୁ ସଂରକ୍ଷଣ ପରିଚାଳକ ଡ଼ଃ ସୁବ୍ରତ ଦେବତା ସମସ୍ତଙ୍କୁ ଧନ୍ୟବାଦ ଦେବା ସହ ଏହି କାର୍ଯ୍ୟ ଆଗକୁ ଜାରି ରହିବ ବୋଲି ସୂଚନା ଦେଇଥିଲେ।.