ବେଲଗୁଣ୍ଠାରେ ବର୍ଦ୍ଧିତ ହୋଲଡିଂ ଟାକ୍ସ ବିରୋଧରେ ଗର୍ଜିଲା ବଣିକ ସଙ୍ଘ: ଏନଏସି ସମ୍ମୁଖରେ ଧାରଣା, ସାତ ଦିନର ମହଲତ ମାଗିଲେ ନିର୍ବାହୀ ଅଧିକାରୀ
ବେଲଗୁଣ୍ଠା-୮/୯-: ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦ ତରଫରୁ ପୂର୍ବ ତୁଳନାରେ ବହୁ ଗୁଣରେ ଅପ୍ରତ୍ୟାଶିତ ହୋଲଡିଂ ଟାକ୍ସ ଓ ଦୋକାନ ଘର ଭଡା ବୃଦ୍ଧି ପ୍ରତିବାଦରେ...
