October 18, 2026

ବରପାଲିରେ କଳାପଟା ଦୂଆରବନ୍ ଶୁଭ ଆରମ୍ଭ

IMG-20261018-WA0063
Share

 

 

ବରପାଲି -(ସୁଦାମ ଦୀପ ) ବରଗଡ଼ ଜିଲ୍ଲା ବରପାଲି ବାବା ମାର୍କେଟ ସ୍ଥିତ ମିଶ୍ର ଚା ଦୋକାନ କାନ୍ଥରେ କଳାପଟା ଦୂଆରବନ୍ ଶୁଭ ମହୁରତ କରିଛନ୍ତି ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ପ୍ରାଧ୍ୟାପକ ଡ଼ଃ ଶୁକମୁନି ମେହେର । ସମ୍ମାନିତ ଅତିଥି ଭାବରେ ଅବସରପ୍ରାପ୍ତ ଶିକ୍ଷକ ଜନନ୍ନଥ ସ୍ୱାଇଁ ଓ ପବିତ୍ରମଣି ଗହୀର,ଆଇନଜୀବୀ ମନୋଜ ପଟ୍ଟନାୟକ,ନୃତ୍ୟଗୁରୁ ସର୍ଥିକ ନାଏକ ଓ କ୍ଷୀରୋଦ୍ର ଦାଶ ଯୋଗଦାନ କରି ସମାଜକୁ ସୁଧାରିବା ପାଇଁ ଏହା ବରିଷ୍ଠ ମଧ୍ୟମ ବୋଲି ମତବ୍ୟକ୍ତ କରନ୍ତି। ଏହାର ମୁଖ୍ୟ ସମ୍ପାଦକ ଦୀନବନ୍ଧୁ ମେହେର ରହିଥିବା ବେଳେ ସମ୍ପାଦକ ଭାବେ ନାଟ୍ୟଶ୍ରୀ ହର୍ଷ ବେହେରା ଓ ସହ ସମ୍ପାଦକ ଭାବେ ପୀତବାସ ପଧl ନ ସହ ସୁରେନ୍ଦ୍ର ପଧlନ ରହିଛନ୍ତି

ଚାରି ପାଞ୍ଚ ଧାଡ଼ି ବିଶିଷ୍ଟ ଏକ ପଦ ସମ୍ବଲପୁରୀ/କୋଶଳୀ କବିତା ମୋବାଇଲ୍ ନମ୍ବର 7008646488 ରେ ପଠାଇବାକୁ ଅନୁରୋଧ କରି ଶ୍ରୀ ମେହେର କହିଛନ୍ତି ସମାଜ ଉପଯୋଗୀ କବିତା ଲେଖା ଯିବା ।