ଅତାବିରା ଦୁର୍ଗାମନ୍ଦିର ର ଶାରଦୀୟ ନବରାତ୍ର ପୂଜା ପାଇଁ କର୍ତ୍ତା ବରଣ
ବରଗଡ,ସୁରେନ୍ଦ୍ର କଠାର,
ଆଜି ଶନିବାର ଦିନ ଅତାବିରା ଦୁର୍ଗା ମନ୍ଦିରର ଶାରଦୀୟ ନବରାତ୍ର ପୂଜା ପାଇଁ କର୍ତ୍ତା ବରଣ କରାଯାଇଛି |ଏ ବର୍ଷ ବୁଲି ଚୌଧୀରି,ଏବଂ ବି ଲଳିଥା ଙ୍କୁ କର୍ତା ରୁପେ ବରଣ କରାଯାଇଛି l ପଣ୍ଡିତ ଧରଣୀଧର ମିଶ୍ର, କାଶୀନାଥ ମିଶ୍ର ,ସଭାପତି, ସୁରେନ୍ଦ୍ର ସ୍ୱାଇଁ, ଅଶୋକ ପ୍ରଧାନ, ଉନ୍ନୀ ନାୟର, ଅବିନାଶ ପ୍ରଧାନ, ଦୀନେଶ କୌଶିକ, ବିମଲେ ପ୍ରଧାନ, କଲୁ ପଟେଲ, ରବି ନାରାୟଣ ପଣ୍ଡା, ମଣ୍ଟୁ ପଣ୍ଡା, ଶ୍ରୀନିବାସ, ରିଙ୍କୁ ପ୍ରଧାନ, ରାଜେଶ ପ୍ରଧାନ, ବିକ୍ରମ ପ୍ରଧାନ, ଅମିଶ ତୁରଖିଆ, କିରଣ ପ୍ରଧାନ, ଵିଲୋଶ ଜନପୁରୀ, ଏମଡି ପରବେଜ, ପ୍ରକାଶ ପ୍ରଧାନ, ଶରତ ପ୍ରଧାନ ପ୍ରମୁଖ କର୍ତ୍ତା ବରଣ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ |
