August 27, 2026

ସାନଖେମୁଣ୍ଡି ଗ୍ରାମ୍ୟନ୍ୟାୟାଳୟ କୋର୍ଟ ଓ ଓକିଲ ସଂଘ ପରିସରରେ ରାକ୍ଷୀ ବନ୍ଧନ ଉତ୍ସବ ..

IMG-20260827-WA0062
Share

ସାନଖେମୁଣ୍ଡି (ବିଜୟ କୁମାର ପ୍ରଧାନ )ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଉପଲକ୍ଷେ ସାନଖେମୁଣ୍ଡି ଗ୍ରାମ୍ୟନ୍ୟାୟାଳୟ କୋର୍ଟ ଓ ଓକିଲ ସଂଘ ଠାରେ ଏକ ନିଆରା ରାକ୍ଷୀ ବନ୍ଧନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ପାଟପୁର ମଣ୍ଡଳର ଓଁ ଶାନ୍ତି ଭାଇ ଓ ଭଉଣୀ ମାନେ ଆସି ସମସ୍ତ କୋର୍ଟ କର୍ମଚାରୀ ଓ ଓକିଲ ଭାଇ ମାନଙ୍କୁ ରାକ୍ଷୀ ବାନ୍ଧି ସୁରକ୍ଷା ଓ ଭାଇଚାରାର ବାର୍ତ୍ତା ଦେଇଥିଲେ।

ଏହି ଅବସରରେ ଗ୍ରାମ୍ୟନ୍ୟାୟାଳୟ ର ସମସ୍ତ କର୍ମଚାରୀ ଓ ଓକିଲ ସଂଘରସାନଖେମୁଣ୍ଡି ଗ୍ରାମ୍ୟନ୍ୟାୟାଳୟ କୋର୍ଟ ଓ ଓକିଲ ସଂଘ ପରିସରରେ ରାକ୍ଷୀ ବନ୍ଧନ ଉତ୍ସବ :

ସାନଖେମୁଣ୍ଡି (ବିଜୟ କୁମାର ପ୍ରଧାନ )ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଉପଲକ୍ଷେ ସାନଖେମୁଣ୍ଡି ଗ୍ରାମ୍ୟନ୍ୟାୟାଳୟ କୋର୍ଟ ଓ ଓକିଲ ସଂଘ ଠାରେ ଏକ ନିଆରା ରାକ୍ଷୀ ବନ୍ଧନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ପାଟପୁର ମଣ୍ଡଳର ପ୍ରଜାପିତା ବ୍ରାହ୍ମକୁମାରୀ ଓଁ ଶାନ୍ତି ଭାଇ ଓ ଭଉଣୀ ମାନେ ଆସି ସମସ୍ତ କୋର୍ଟ କର୍ମଚାରୀ ଓ ଓକିଲ ଭାଇ ମାନଙ୍କୁ ରାକ୍ଷୀ ବାନ୍ଧି ସୁରକ୍ଷା ଓ ଭାଇଚାରାର ବାର୍ତ୍ତା ଦେଇଥିଲେ।

ଏହି ଅବସରରେ ଗ୍ରାମ୍ୟନ୍ୟାୟାଳୟ ର ପେସ୍କର ମୁକ୍ତିକାନ୍ତ ବେହେରା,ଓକିଲ ସଂଘର ସମସ୍ତ ସଦସ୍ୟ ଏହି ଭାଇ-ଭଉଣୀର ପବିତ୍ର ପର୍ବକୁ ବହୁତ ଆନ୍ଦର ସହ ପାଳନ କରିଥିଲେ ପ୍ରଜାପିତା ବ୍ରାହ୍ମକୁମାରୀ ଓଁ ଶାନ୍ତି ପରିବାରକୁ ଧନ୍ୟବାଦ ଜଣାଇଥିଲେ।