ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ତୁଳସୀପାଳ ଗ୍ରାମ..
ପଞ୍ଚାୟତ ର ଆଳୁଅମୁଣ୍ଡା ଠାରେ ୧୨ ଲକ୍ଷ ରୁ ଉର୍ଦ୍ଧ୍ଵ ଟଙ୍କାର ନିର୍ମିତି ରଗୁଡ଼ି ଯଜ୍ଞମଣ୍ଡପ ର ଉଦଘାଟନ ଉତ୍ସବରେ ଯୁଗ ଦେଲେ ଅନୁଗୋଳ ବିଧାୟକ ଶ୍ରୀଯୁକ୍ତ ପ୍ରତାପ ଚନ୍ଦ୍ର ପ୍ରଧାନ ବିଜେପି ଦଳ ର ନେତୃବୃନ୍ଦ ଙ୍କ ସହିତ ଗ୍ରାମବାସୀ ମାନଙ୍କ ଗ୍ରହଣରେ ଉପସ୍ଥିତ ରହି ଉଦଘାଟନ କରିଥିଲେ । ଏହି ଉଦଘାଟନୀ ଉତ୍ସବରେ ୨୮ ନମ୍ଵର ଜୋନ୍ ର ଜିଲ୍ଲା ପରିଷଦ ସଦସ୍ୟା ଶ୍ରୀମତୀ ମୀରା ଗଡନାୟକ, ST ମୋର୍ଚ୍ଚା ଜିଲ୍ଲା ସଭାପତି ଅଜିତ୍ କୁମାର ଭୋଇ ବଅଁରପାଳ ବ୍ଲକ୍ ର ସହକାରୀ ନିର୍ବାହୀ ଯନ୍ତ୍ରୀ ଶ୍ରୀ ସନତ୍ ରାଉତ, ତୁଳସୀପାଳ ଗ୍ରାମ ପଞ୍ଚାୟତ ର ବିଜେପି ସଭାପତି ଶ୍ରୀ ବସନ୍ତ ବିଶ୍ଵାଳ, ବିଜେପି ନେତା ଶ୍ରୀ ମନୋଜ ସାହୁ, ଶ୍ରୀ ନିରୋଦ ସାହୁ, ଶ୍ରୀ ପ୍ରଦୀପ ସାମଲ, ଶ୍ରୀ ଅନିଲ ଗଡନାୟକ, ଶ୍ରୀ ଶିବ ସାହୁ, ପ୍ରଦ୍ୟୁମ୍ନ ସାହୁ, ଆମ ଦଳର କର୍ମକର୍ତ୍ତା ଓ ଗ୍ରାମବାସୀ ମାନେ ଉପସ୍ଥିତ ଥିଲେ।
