August 16, 2026

80 ତମ ସ୍ବାଧିନତା ଦିବସ ୧୫/୮/୨୦୨୬ ,ଉପଲକ୍ଷେ ,ନିୟତି ମାନସିକ ଅନଗ୍ରସ ସ୍କୁଲ ରେ ଅଧ୍ୟକ୍ଷା ସ୍ନେହଲତା ପାଣିଗ୍ରାହୀ ଙ୍କ ଅଧ୍ୟକ୍ଷତା ରେ ଆଜି ମହାଆଡମ୍ବର ରେ ପତାକା ଉତ୍ତୋଳନ କରାଯାଇଛି,

IMG-20260815-WA0044
Share

         80 ତମ ସ୍ବାଧିନତା ଦିବସ ୧୫/୮/୨୦୨୬ ,ଉପଲକ୍ଷେ ,ନିୟତି ମାନସିକ ଅନଗ୍ରସ ସ୍କୁଲ ରେ ଅଧ୍ୟକ୍ଷା ସ୍ନେହଲତା ପାଣିଗ୍ରାହୀ ଙ୍କ ଅଧ୍ୟକ୍ଷତା ରେ ଆଜି ମହାଆଡମ୍ବର ରେ ପତାକା ଉତ୍ତୋଳନ କରାଯାଇଛି,

ଆଜିର ମୁଖ୍ୟ ଅତିଥି ମଳୟ ମିଶ୍ର କୁମାର ସେଠୀ , ଖଣି ଅଧିକାରୀ, ଗଜପତି, ଅନ୍ୟତମ ଅତିଥି ବିଶ୍ୱଜିତ୍ ମହନ୍ତ ଜୁନିଅର୍ ଖଣି ଅଧିକାରୀ, ଆଜି ଉପସ୍ଥିତ ରହି ପତାକା ଉତୋଳନ କରିବା ପରେ ନିୟତି ସ୍କୁଲ ର ଛାତ୍ର ଛାତ୍ରୀ ବିଷୟରେ ଅଭିଭାଷଣ ରଖିଥିଲେ,ଆରୋଗ୍ୟ କାମନା କରିଥିଲେ

ସେମାନେ ଅସମର୍ଥ ନୁହନ୍ତି, ସେମାନେ ଜଣେ ଜଣେ ସମର୍ଥ ବୋଲି ବକ୍ତବ୍ୟ ରଖିଥିଲେ , ସମ୍ପାଦିକା ତନୁଜା ଶତପଥୀ ସ୍ବାଧିନତା ସଂଗ୍ରାମୀ ମାନଙ୍କ ବିଷୟ ରେ ଅଭିଭାଷଣ ରଖିଥିଲେ,

କୋଷାଧକ୍ଷ

ଲୋକନାଥ ମିଶ୍ର ସେ ଯବାନ ମାନଙ୍କ ବିଷୟ ରେ ଅଭିଭାଷଣ ରଖିଥିଲେ,ଶେଷରେ ସ୍କଲ ର ଶିକ୍ଷୟତ୍ରୀ ଜଛନା ଢାଉକ ଧନ୍ୟବାଦ୍ ଅର୍ପଣ କରିଥିଲେ, କାର୍ଯ୍ୟକ୍ରମ କୁ ଜୟା ଆମ୍ମା, ସୁନିଲ ଗମାଙ୍ଗ, ଶାଶ୍ଵତୀ ବେବର୍ତ୍ତା, ପୋଲି ସ୍ୱାଇ, ସହଯୋଗ କରିଥିଲେ