August 16, 2026
ajiro khabar
Share

 

 

୧-୮୦ତମ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ: ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ସରକାରୀ ଚାକିରି ବୟସ ସୀମା ୪୨କୁ ବୃଦ୍ଧି।

 

୨-ଭୁବନେଶ୍ୱର:ମୁଖ୍ୟମନ୍ତ୍ରୀଙ୍କ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଥିବାରୁ ଆସନ୍ତା କାଲି ଜନଅଭିଯୋଗ ଶୁଣାଣି ବନ୍ଦ ରହିବ।

 

୩-ଓଡ଼ିଶାର Gen-Z ପାଇଁ ବଡ଼ ଘୋଷଣା; ୫ ବର୍ଷରେ ୨୦ ଲକ୍ଷ ଚାକିରି, ଖୋଲିବ ଆଉ ୩ ବିଶ୍ୱ ଦକ୍ଷତା କେନ୍ଦ୍ର।

 

୪-ନବୀନ ନିବାସରେ ବସିଲା ବିଜେଡି ରାଜନୈତିକ ବ୍ୟାପାର କମିଟି ବୈଠକ: ଚାଷୀ ଓ ଏମଏମଡିଆର ବିଲ୍ ପ୍ରସଙ୍ଗରେ ରାଜରାସ୍ତାକୁ ଓହ୍ଲାଇବ ଦଳ।

 

୫-ଭୁବନେଶ୍ୱର:ବଢ଼ିବ ଭୁବନେଶ୍ୱର, ବଦଳିବ BMC ମାନଚିତ୍ର; ୨୬ ଗାଁ ମିଶିବ, ୬୭ରୁ ବଢ଼ି ୮୨ ହେବ ୱାର୍ଡ ସଂଖ୍ୟା।

 

୬-ଭଦ୍ରକ,କରଦା ନୋଡାଲ ସ୍କୁଲ୍:ସ୍କୁଲ ହତାରେ ଅଣ୍ଟାଏ ପର୍ଯ୍ୟନ୍ତ ପାଣି,ପ୍ରତିକୂଳ ପରିସ୍ଥିତରେ ପତାକା ଉତ୍ତୋଳନ କରି ସ୍କୁଲ ଶିକ୍ଷକ ଖୁବ୍ ପ୍ରଶଂସିତ।

 

୭-ଭୁବନେଶ୍ୱର : କିଟ୍ ବିଶ୍ୱବିଦ୍ୟାଳୟର ବିଭିନ୍ନ କ୍ୟାମ୍ପସ୍ ଓ କିସରେ ୮୦ତମ ସ୍ୱାଧୀନତା ଦିବସ ପାଳିତ ।

 

୮-ଆଜି ରାଜଧାନୀରେ ଗର୍ଜିବେ ଶିକ୍ଷକ, ଦାବି ପୂରଣ ନହେବା ଯାଏଁ ଦେବେ ଅହୋରାତ୍ର ଧାରଣା।

 

୯-ଆଗ୍ରିଷ୍ଟାକ୍ ଥାଉ କି ନଥାଉ, ଚାଷୀଙ୍କ ଧାନ କିଣାଯିବ।ସବୁ ଦ୍ୱନ୍ଦ୍ୱକୁ ଦୂର କରିବା ସହ ଆଶ୍ବସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ।

 

୧୦-ପୁରୀ ଶ୍ରୀମନ୍ଦିରରେ ଅଘଟଣ: ପ୍ରବଳ ଭିଡ଼ ଓ ଠେଲାପେଲାରେ ୭୫ ବର୍ଷୀୟ ଶ୍ରଦ୍ଧାଳୁଙ୍କ ମୃତ୍ୟୁ, ହୃଦଘାତ କହୁଛି ପୁଲିସ।

 

୧୧-ଆଗାମୀ ୪୮ ଘଣ୍ଟା ମଧ୍ୟରେ ବଙ୍ଗୋପସାଗରରେ ଆସୁଛି ଆଉ ଏକ ଲଘୁଚାପ, ସାରା ରାଜ୍ୟକୁ ଝଡ଼ବର୍ଷା ଚେତାବନୀ।

 

୧୨-ଜୁଜୁମରା: ଦୁର୍ଘଟଣା ଉଜାଡ଼ି ଦେଲା ୨ ପରିବାର ସ୍ବପ୍ନ,ଚାଲିଗଲା OTAS ଅଧିକାରୀ ଓ SBI କର୍ମଚାରୀଙ୍କ ଜୀବନ।

 

୧୩-ବାଲେଶ୍ଵର,ମଇତା ପୁର:ପତାକା ଉତ୍ତୋଳନ ପୂର୍ବରୁ ଅଘଟଣ, ବିଦ୍ୟୁତ ଆଘାତରେ କ୍ରୀଡ଼ା ଶିକ୍ଷକ ମୃତ।

 

୧୪-ଓଡ଼ିଶାରେ ବଢ଼ିବ ଡପଲର୍ ରାଡାର ସଂଖ୍ୟା; ବାତ୍ୟା-ବର୍ଷା ଆସିବା ପୂର୍ବରୁ ମିଳିବ ସଠିକ୍ ସୂଚନା, କମିବ ବିପର୍ଯ୍ୟୟ କ୍ଷୟକ୍ଷତି।

 

୧୫-ଥମୁନି ବନ୍ୟା, ପୁଣି ଫୁଲିଲାଣି ବୈତରଣୀ; ଭଦ୍ରକ ଓ ଯାଜପୁରରେ ହାହାକାର।

 

୧୬-କଣିହାଁ:ଖୋଲିଲା ରେଙ୍ଗାଳି ଡ୍ୟାମର ଆଉ ଏକ ଗେଟ୍, ମୋଟ ୩ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ।

 

୧୭-କେନ୍ଦୁଝର, ମଙ୍ଗଳପୁର:୧୫ ଦିନ ହେଲା ଗାଁରେ ୨୬ ହାତୀଙ୍କ ଉପଦ୍ରବ, ରାସ୍ତାକୁ ଓହ୍ଲାଇଲେଣି ଗ୍ରାମବାସୀ।

 

୧୮-ରାୟପୁର:ତ୍ରିକୋଣୀୟ ପ୍ରେମର କରୁଣ ପରିଣତି, ଯୁବକଙ୍କ ଉପରେ ଚଢ଼ିଗଲା ପ୍ରେମିକାର କାର୍‌ ।

 

୧୯-ଜୟପୁର:ଲିଭିଇନରେ ରହି ବିବାହ ପରେ ପ୍ରେମିକାକୁ ମାରିଦେଲା ପ୍ରେମିକ, ୨ ଅଭିଯୁକ୍ତ ଗିରଫ।

 

୨୦-ନେଦରଲାଣ୍ଡ୍‌ସ:ହକି ବିଶ୍ୱକପ୍‌ରେ ବିଜୟରୁ ଭାରତର ଅଭିଯାନ ଆରମ୍ଭ।

 

୨୧-ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟେଷ୍ଟ: ଦେବଦତ୍ତ ପଡ଼ିକଲଙ୍କ ଦମଦାର ଶତକ, ରଚିଲେ ଇତିହାସ।

 

୨୨-ଯୋଗୀ ସରକାରଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ, ଏବେ ୟୁପିରେ ମଧ୍ୟ ଆନାଲଗ୍ ପନୀର ସମେତ କ୍ରିମ୍, ଘିଅ ଉପରେ ଲାଗିଲା କଟକଣା।