ଅବସର କାଳୀନ ସମ୍ବର୍ଦ୍ଧନା..
ବେଗୁନିଆ ବ୍ଳକ( ଉପାନ୍ତ ଖବର ମାନସ ରଞ୍ଜନ କର) ଡି କେ ଏସ ଏନ୍ ବିଦ୍ୟାପୀଠ ର ବରିଷ୍ଠ ବିଜ୍ଞାନ ଶିକ୍ଷକ ରାମଚନ୍ଦ୍ର ମହାରଣା ଙ୍କ ବିଦାୟ କାଳୀନ ସଭା ରେ ଏକ ମୁହୂର୍ତ୍ତ ରେ ଉପସ୍ଥିତ ବିଦ୍ୟାଳୟ ପ୍ରଧାନ ଶିକ୍ଷକ,ଗ୍ରାମବାସୀ,s m c ର କର୍ମ କର୍ତ୍ତା,ପୁରାତନ ଛାତ୍ର ଛାତ୍ରୀ,ସର୍ବୋପରି ବେଗୁନିଆ ବ୍ଲକ୍ OSSTA ସମ୍ପାଦକ ଭାବରେ ବଂଶୀଧର ପାଣିଗ୍ରାହୀ,ଜିଲ୍ଲାର ଉପସଭା ନେତ୍ରୀ ରିନା madam , ସଂଘ ର ସକ୍ରିୟ ସଭ୍ୟ ସୁରେଖା ମହାରଣା ପ୍ରମୁଖ ଉପସ୍ଥିତ ରହି ossta ଦ୍ଵାରା ଶ୍ରୀଯୁକ୍ତ ମହାରଣା ଙ୍କୁ ମାନପତ୍ର ସହ ଉତ୍ତରୀୟ ଦେଇ ସାରଙ୍କ ଭବିଷ୍ୟତ ସୁଖମୟ ହେଉ ବୋଲି ଜଗନ୍ନାଥ ଙ୍କ ନିକଟରେ ପ୍ରାର୍ଥନା କରାଗଲା ।
