July 25, 2026

ଦୁର୍ଘଟଣାରେ ସୁନାବେପାରୀ ମୃତ…

IMG-20260725-WA0000
Share

 

ଚିକିଟି

 

ବ୍ରହ୍ମପୁର ପୋଲିସ୍ ଜିଲ୍ଲା ଜରଡ଼ା ଥାନା ଅନ୍ତର୍ଗତ ପାତ୍ରପୁର ଗ୍ରାମରେ କଲିକତା ରୁ ଆସି ବହୁତ ଦିନ ଧରି ରହି ଆସୁଥିଲେ ।ସୁନା ବେପାରୀ ସଯା ଉଧିନ୍ ମାଲିକ୍ ଆଜି ଧାନଘର ଠୁ ବ୍ରହ୍ମପୁର ଯାଉଥିବା ବେଳେ ଘାଟି ରାସ୍ତାରେ ଦୁର୍ଘଟଣାର ସମ୍ମୁଖିନ ହୋଇ ମୃତ୍ୟୁ ବରଣ କରିଛନ୍ତି। ଘଟଣା ସ୍ଥଳରେ ପୋଲିସ୍ ପହଞ୍ଚି ଶବ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ପଠାଯାଇଥିବା ଜଣାପଡ଼ିଛି।  (ସୁଭଶ୍ରୀ ପ୍ରଧାନ )