ଇନଷ୍ଟିଚୁଟ ଅଫ ଟ୍ରାନ୍ସଫରମେସନ ଆଣ୍ଡ ହୁମାନ ରାଇଟ୍ସ ପକ୍ଷରୁ ତିନିଦିନ ଧରି ଶୁଖିଲା ଖାଦ୍ୟ ବଣ୍ଟନ
ଇନଷ୍ଟିଚୁଟ ଅଫ ଟ୍ରାନ୍ସଫରମେସନ ଆଣ୍ଡ ହୁମାନ ରାଇଟ୍ସ ର ରାଜ୍ୟ ଅଧକ୍ଷା ସ୍ୱୟଂପ୍ରଭା ସାହୁଙ୍କ ଅଧକ୍ଷତା ରେ ପବିତ୍ର ରଥଯାତ୍ରାରେ ପ୍ରତିଦିନ ହଜାର ହଜାର ଭକ୍ତମାନଙ୍କୁ କଦଳୀ, ବିସ୍କୁଟ ଏବଂ ଓଆରଏସ ତିନିଦିନ ଧରି ବଣ୍ଟନ କରାଯାଉଛି l ଏହି କାର୍ଯ୍ୟକ୍ରମ ରେ ସ୍ୱୟଂପ୍ରଭାଙ୍କ ସହିତ ପଙ୍କଜିନୀ ମହାନ୍ତି, ସୁଲୋଚନା ମହାନ୍ତି, ବବିତା ବେହେରାଙ୍କ ସହିତ ଅନୁଷ୍ଠାନର ସମସ୍ତ ସଦସ୍ୟ ସଦସ୍ୟା ଉପସ୍ଥିତ ରହିଥିଲେ l ଏହି କାର୍ଯ୍ୟକ୍ରମ କୁ ପୁରୀଜିଲ୍ଲା ସାଧାରଣ ସମ୍ପାଦକ ତଥା ସାମ୍ବାଦିକ ରମେଶ ସାହୁ ସୁଚାରୁରୂପେ ପରିଚାଳନା କରିଥିଲେ l
ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ l
