ପବିତ୍ର ରଥଯାତ୍ରା ନିମନ୍ତେ ସରକାରଙ୍କ ମାଗଣା ଅଟୋ ସେବା ନିମନ୍ତେ ୨୦୦ ଅଟୋ ପ୍ରଦାନ
ପୁରୀରେ ପବିତ୍ର ରଥଯାତ୍ରା ନିମନ୍ତେ ସରକାରଙ୍କ ପରିବହନ ନିଗମ କୁ ୨୦୦ଅଟୋ ଯୋଗାଇଛନ୍ତି ପୁରୀଜିଲ୍ଲା ଅଟୋ ଚାଳକ ସଂଘ l ସଂଘର ଜିଲ୍ଲା ସମ୍ପାଦକ ଅକ୍ଷୟ ପ୍ରଧାନ ଗଣମାଧ୍ୟମ କୁ ସୂଚନା ଦେଇଛନ୍ତି ଯେ ପବିତ୍ର ରଥଯାତ୍ରା ନିମନ୍ତେ ସରକାର ଙ୍କ ପରିବହନ ସଂସ୍ଥା କୁ ୨୦୦ ଅଟୋ ଯୋଗାଇବା ସହିତ ସରକାରୀ ନିୟମ ମାନି ସମସ୍ତ ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ସୁଚାରୁରୂପେ ନିଜର କାର୍ଯ୍ୟ ସମ୍ପାଦନା କରୁଛନ୍ତି l
ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ l
