June 8, 2026
ajiro khabar
Share

 

 

୧-ଭୁବନେଶ୍ୱର:ମେଡିକାଲ ଓ ଇଞ୍ଜିନିୟରିଂ ଶିକ୍ଷାରେ ବଢ଼ିଲା ସଂରକ୍ଷଣ,SEBC ବର୍ଗଙ୍କୁ ମିଳିଲା ନ୍ୟାୟ,ରହିଲା ୧୧.୨୫% ସଂରକ୍ଷଣ।

 

୨-ପୁରୀ:ଆଜିଠୁ ପୁରୀରେ ବ୍ରିକ୍ସ ସମ୍ମିଳନୀ, ପହଞ୍ଚିଲେ ୧୧ ଦେଶର ପ୍ରତିନିଧି।

 

୩-ପୁରୀ: ଶ୍ରୀବିଗ୍ରହମାନଙ୍କ ବନକଲାଗି ନୀତି ପାଇଁ ଆଜି ୪ ଘଣ୍ଟା ଦର୍ଶନ ବନ୍ଦ। (ସନ୍ଧ୍ୟା ୬ରୁ ରାତି ୧୦ଟା )

 

୪-ଭୁବନେଶ୍ୱର:ଅତିଶୟ କମ୍ ଓଜନ ଶିଶୁଙ୍କ ଖାଦ୍ୟ ଖର୍ଚ୍ଚ ୧୮ଟଙ୍କାକୁ ବୃଦ୍ଧି କଲେ ରାଜ୍ୟ ସରକାର।

 

୫-ଆସନ୍ତା ୫ରୁ ୧୭ତାରିଖ ପର୍ଯ୍ୟନ୍ତ ଜନତା ମଇଦାନରେ ଚାଲିବ ରଜ ମହୋତ୍ସବ।

 

୬-ସୌର ଶକ୍ତି କ୍ଷେତ୍ରରେ ଓଡ଼ିଶାର ବଡ଼ ସଫଳତା: ପିଏମ୍ ସୂର୍ଯ୍ୟ ଘର ଏକ୍ସିଲେନ୍ସ ଆୱାର୍ଡ ହାସଲ କଲା ଓଡ଼ିଶା।

 

୭-ରାଜ୍ୟ ସରକାରଙ୍କ ୨ ବର୍ଷ ପୂର୍ତ୍ତି, ଜୁନ ୨୦ରେ ରାଇରଙ୍ଗପୁର ସଭାରେ ଯୋଗଦେବେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ।

 

୮-ପୁଣି ବଢ଼ିଲା ବସ୍ ଭଡ଼ା, ଯାତ୍ରୀଙ୍କ ପକେଟକୁ ଝଟକା; ଆଜି ଠାରୁ ଲାଗୁ ହେବ ନୂଆ ଦର।

 

୯-ମୟୂରଭଞ୍ଜ:ଶିମିଳିପାଳରୁ ଆସିଲା ଖୁସିର ଖବର, ୪ ଛୁଆଙ୍କୁ ଜନ୍ମ ଦେଲା ବାଘୁଣୀ ଜିନ୍ନତ।

 

୧୦-ବାଲିଅନ୍ତା ମୃତ୍ୟୁ ମାମଲାରେ NHRCର ତଦନ୍ତ ଜୋରଦାର, ଘଟଣାସ୍ଥଳ ପରିଦର୍ଶନ କଲା ଟିମ୍।

 

୧୧-ରାଜନଗର:ଥାନାରେ ମାଆ ଓ ପୁଅଙ୍କୁ ଥାର୍ଡ ଡିଗ୍ରୀ ଦେବା ଘଟଣା, ନିଲମ୍ବିତ ଆଇଆଇସି ନାଁରେ ମାମଲା ରୁଜୁ ହେଲା।

 

୧୨-କବିସୂର୍ଯ୍ୟନଗର ହାଜତ ମୃତ୍ୟୁ ମାମଲାରେ NHRCର କଡ଼ା ହସ୍ତକ୍ଷେପ;ଗଞ୍ଜାମ ଜିଲ୍ଲାପାଳ ଓ ଏସପିଙ୍କୁ ନୋଟିସ୍, ୩ ସପ୍ତାହ ମଧ୍ୟରେ ATR ଦାଖଲ ନିର୍ଦ୍ଦେଶ।

 

୧୩-ଅନୁଗୋଳ:ଫାର୍ମ ହାଉସ୍ ଭିତରେ ପୋତା ଯାଇଥିଲା ହାତୀ ମୃତଦେହ, ବନ ବିଭାଗର ବଡ଼ ଆକ୍ସନ୍, ସେକ୍ସନ ଫରେଷ୍ଟର ଦୀପ୍ତି ରଞ୍ଜନ ଆଚାର୍ଯ୍ୟ ନିଲମ୍ବିତ।

 

୧୪-ମେଡିକାଲ ବେଡ୍ ରେ ଶୋଇଛି କୁକୁର, ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭିଡିଓ।

 

୧୫-ବାରଙ୍ଗ ଥାନାରେ ଥାର୍ଡ ଡିଗ୍ରୀ ମାମଲାରେ ଏଚଆରପିସି ତଦନ୍ତ ଆରମ୍ଭ; ରାକେଶଙ୍କ ଶାଶୁ ଆଣିଲେ ସଙ୍ଗୀନ ଅଭିଯୋଗ।

 

୧୬-OSM ବିଭ୍ରାଟ: କେନ୍ଦ୍ର ସରକାରଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ, ପଦରୁ ହଟିଲେ ସିବିଏସ୍ଇ ଅଧ୍ୟକ୍ଷ ଓ ସଚିବ।

 

୧୭-ଭାରତୀୟ ଫୁଟବଲପ୍ରେମୀଙ୍କ ପାଇଁ ଖୁସି ଖବର ; ଟିଭିରେ ପ୍ରସାରଣ ହେବ ଫିଫା ବିଶ୍ବକପ୍‌।

 

୧୮-ହାଇପରସୋନିକ୍ ସ୍ପିଡ୍, ଆଖି ପିଛୁଳାକେ ଟାର୍ଗେଟ୍ ଧ୍ୱଂସ; ଭାରତର ‘ସୁପର୍ କିଲର୍’ ରୁଦ୍ରମ-୨ର ହେଲା ସଫଳ ପରୀକ୍ଷଣ।

 

୧୯-ମୌସୁମୀ ଆସିବାକୁ ଆଉ ମାତ୍ର ଦୁଇ ଦିନ; IMDର ବଡ଼ ସୂଚନା, ଜୁନ୍ ୪ରେ ଛୁଇଁବ କେରଳ।

 

୨୦-ୟୁକ୍ରେନରେ ରୁଷିଆର ଭୟଙ୍କର ଆକ୍ରମଣ, ୬୫୦ରୁ ଅଧିକ ଡ୍ରୋନ୍ ଓ କ୍ଷେପଣାସ୍ତ୍ର ମାଡ଼, ୧୩ ମୃତ।

 

🙏 *ସୁପ୍ରଭାତ* 🙏

You may have missed