June 2, 2026

ବଅଁରପାଳ ଛକର ସୌନ୍ଦର୍ଯ୍ୟକରଣ ପାଇଁ ଛକ ଉପରେ ଉପସ୍ଥିତ ରହି ମାଷ୍ଟ ର୍ପ୍ଲାନ ପ୍ରସ୍ତୁତ କରୁଛନ୍ତି ଅନୁଗୋଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ।

IMG-20260602-WA0043
Share

 

 

ଅନୁଗୋଳ ଜିଲ୍ଲା ବଅଁରପାଳର ମୁଖ୍ୟ ଛକ ଯେଉଁଠି ପ୍ରତେକ ଦିନ ହାଜର ହାଜର ଗାଡ଼ି ଯାତାୟତ କରେ ଏବଂ ଏହି ଛକ ଦେଇ ଦୁଇଟି ଜାତୀୟ ରାଜପଥ ସଂଲଗ୍ନ ହୋଇଛି ଗୋଟିଏ ୫୫ନଂ ଜାତୀୟ ରାଜପଥ ଏବଂ ଅନ୍ୟଟି ୧୪୯ନଂ ଜାତୀୟ ରାଜପଥ । ଉକ୍ତ ଛକର ସୌନ୍ଦର୍ଯ୍ୟକରଣ ପାଇଁ ଛକ ଉପରେ ଆଜି ଅନୁଗୋଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ଉପସ୍ଥିତ ରହି କିପରି ସୌନ୍ଦର୍ଯ୍ୟକରଣ କାମ ଶୀଘ୍ର ଆରମ୍ଭ କରି ତାହା ଶେଷ ହେବ ସେ ନେଇ ଟାଟା ଷ୍ଟିଲ କର୍ତ୍ତୁପକ୍ଷଙ୍କ ଉପସ୍ଥିତି ରେ ଯୋଜନା କରୁଥିବା ଦେଖିବାକୁ ମିଳିଥିଲା।

You may have missed