April 27, 2026

ପବିତ୍ର ଚନ୍ଦନ ଯାତ୍ରାରେ ମାଗଣା ସର୍ବତ ବଣ୍ଟନ l

IMG-20260424-WA0053
Share

 

ଶ୍ରୀକ୍ଷେତ୍ର ପୁରୀରେ ଅକ୍ଷୟ ତୃତୀୟା ଠାରୁ ମହାପ୍ରଭୁଙ୍କ ୨୧ଦିନ ଧରି ଚନ୍ଦନ ଯାତ୍ରା ଚାଲୁଅଛି l ପ୍ରବଳ ଗ୍ରୀଷ୍ମ ପ୍ରବାହ କୁ ଆଖି ଆଗରେ ରଖି ଏନଆରଆଇ ନୟନ ରୁପାଲି ଏବଂ ନୁପୁର କପୁରଙ୍କ ଅଧକ୍ଷତା ରେ ଦଶ ହଜାରରୁ ଉର୍ଦ୍ଧ ଭକ୍ତଙ୍କୁ ଜାଇଫଳ, ପାନମାଧୁରୀ, ଲେମ୍ବୁ, ନାଣ୍ଡିବଗୁଲି ଏବଂ ବେଲ ସର୍ବତ ମାଗଣାରେ ବଣ୍ଟନ କରାଯାଇଛି ଏହି ସର୍ବତ ବଣ୍ଟନ କାର୍ଯ୍ୟକ୍ରମ କୁ ଅମରନାଥ ପୂଜାପଣ୍ଡା ଏବଂ ବିଶ୍ୱମ୍ବର ସ୍ବାଇଁଙ୍କ ସହିତ ଅନ୍ୟସାଥୀମାନେ ସୁଚାରୁରୂପେ ପରିଚାଳନା କରିଛନ୍ତି l

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ l