April 26, 2026

କଙ୍କିନାଳୀ ଠାରେ ମୁଠି ଅନୁକୂଳ କଲେ ଅନୁଗୋଳ ବିଧାୟକ

IMG-20260421-WA0002
Share

 

 

 

 

ଅକ୍ଷୟ ତୃତୀୟା ଠାରୁ ଆରମ୍ବ ହେଉଛି ଚାଷ କାର୍ଯ୍ୟ। ଯାହାକୁ ନେଇ ଅନୁଗୋଳ ବିଧାୟକ ବଅଁରପାଳ ବ୍ଲକ ଅନ୍ତର୍ଗତ ତୁଳସୀପାଳ ପଞ୍ଚାୟତ କଙ୍କିନାଳୀ ଠାରେ ମୁଠି ଅନୁକୂଳ କରିଛନ୍ତି ଅନୁଗୋଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ । ସୂଚନା ଯେ, ଅକ୍ଷୟ ତୃତୀୟା ସହିତ ମହାପ୍ରଭୁ ଙ୍କ ରଥ କାଠ କାର୍ଯ୍ୟ ଆରମ୍ବ ହୋଇ ଥାଏ। ତା ସହିତ ଚାଷୀ ମାନେ ଏହି ଦିନ ଠାରୁ ଚାଷ କାର୍ଯ୍ୟ ମଧ୍ୟ ଚାଷ କାର୍ଯ୍ୟ ଆରମ୍ଭ ହୋଇଛି। ଅନୁଗୋଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ କଙ୍କିନାଳୀ ଗ୍ରାମକୁ ଯାଇ ଧାନ ବୁଣି ହଳ କରି ଥିଲେ। ତାଙ୍କ ସହିତ ବହୁ କାର୍ଯ୍ୟକର୍ତ୍ତା ଙ୍କ ସହିତ ଗ୍ରାମ ବାସୀ ଉପସ୍ଥିତ ରହିଥିଲେ।