ବର୍ଷକରେ ଶହେରୁ ଅଧିକ ଦୁର୍ଘଟଣା
ବର୍ଷକରେ ଶହେରୁ ଅଧିକ ଦୁର୍ଘଟଣା
ଅନନ୍ଦପୁର,୨୬/୫ କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲା ସୀମାରେ ରହିଥିବା ଗୋଡ଼ଭଙ୍ଗା ଘାଟି ଏବେ ଦୁର୍ଘଟଣା ଜୋନରେ ପରିଣତ ହୋଇଛି। ଏଠାରେ ଅନେକ ସମୟରେ ଦୁର୍ଘଟଣା ଘଟି ଧନଜୀବନ ହାନି ହେଉଛି। ଜିଲ୍ଲା ତଥା ରାଜ୍ୟ ବାହାରୁ ଆସୁଥିବା ଗାଡ଼ିଗୁଡିକ ଭାରସାମ୍ୟ ହରାଇ ଏହି ସ୍ଥାନରେ ଦୁର୍ଘଟଣାଗ୍ରସ୍ତ ହେଉଛନ୍ତି। ଗତ ଏକବର୍ଷ ମଧ୍ୟରେ ଏହି ସ୍ଥାନରେ ଶହେରୁ ଅଧିକ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ମିଳିଛି। ୫୩ନମ୍ବର ରାଜ୍ୟ ରାଜପଥ ଆନନ୍ଦପୁର- ଠାକୁରମୁଣ୍ଡା ରାସ୍ତାର ଏହି ଘାଟି ସମ୍ପର୍କରେ କୌଣସି ସତର୍କ ସୂଚନା ଜାରି କରାଯାଇନାହିଁ। ସୂଚନା ନଥିବାରୁ ଦିନକୁଦିନ ଦୁର୍ଘଟଣା ବଢି ଚାଲିଛି ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଆନନ୍ଦପୁର ସୀମାନ୍ତ ମହୁଲଡ଼ିହା ଥାନା ଅନ୍ତର୍ଗତ ଗୋଡ଼ଭଙ୍ଗା ଘାଟିର ଲମ୍ବ ଏକ କିମିରୁ ଅଧିକ। ଘାଟିଟି ଅତ୍ୟନ୍ତ ତୀକ୍ଷ୍ଣ
ଏହି ଠାକୁରାଣୀଙ୍କ ନିକଟରେ ପ୍ରତିଦିନ ମାନସିକଧାରୀଙ୍କ ସମାଗମ ହୋଇଥାଏ। ଘାଟି ମଝିରେ ଅନେକ ସମୟରେ ଛୋଟ ଗାଡ଼ିଗୁଡିକ ଅଟକି ରହୁଥିବାରୁ ହଠାତ୍ ସେଥିପାଇଁ ଉପରୁ ଆସୁଥିବା ଟ୍ରକଗୁଡିକ ଦୁର୍ଘଟଣାର ଶିକାର ହୋଇଥାନ୍ତି। ଏହି ସ୍ଥାନରେ ବାଙ୍କ ରହିଥିବାରୁ ଘାଟିରୁ ଖସୁଥିବା ମାଲବାହି ଗାଡିଗୁଡିକର ବ୍ରେକ ଉପରୁ ନିୟନ୍ତ୍ରଣ ହରାଉଥିବା ସ୍ଥାନୀୟ
ଲୋକମାନେ କହିଛନ୍ତି। ଗତକାଲି ଦିନ ପଦକ୍ଷେପ ନିଆଯାଉନାହିଁ। କେବଳ ଦୁଇଟି ୧୨ଟାବଳେ ବିହାରରୁ କୁକୁଡ଼ା ଖାଦ୍ୟନେଇ ଆସୁଥିବା ଏକ ୧୬ଚକିଆ ଟ୍ରକ ଭାରସାମ୍ୟ ହରାଇ ଘାଟି ତଳକୁ ଓଲଟି ପଡ଼ିଥିବାବେଳେ ଏହାର ଚାଳକ ଅଳ୍ପକେ ବଢି ଯାଇଥିଲେ। ପାଉଥିବାନେଇ ଗୋଡ଼ଭଙ୍ଗାର ସମାଜସେବୀ ସେହିପରି ଗତକାଲି ସଂଧ୍ୟା ମଧ୍ୟ କରଞ୍ଜିଆରୁ ଆନ୍ଧ୍ର ଯାଉଥିବା ଏକ ନିୟନ୍ତ୍ରଣ ପାଇଁ ଏଠାରେ ସ୍ଵତନ୍ତ୍ର ପଦକ୍ଷେପ କରଞ୍ଜ ମଞ୍ଜି ବୋଝେଇ ଟ୍ରକ ଦୁର୍ଘଟଣା ଗ୍ରସ୍ତ ଗ୍ରହଣ କରିବାକୁ ଦାବି ହେଉଛି। ୬ଟାରେ
ଘାଟିର ଏକ ବାଙ୍କରେ ରହିଛି। ନିକଟରେ
ରହିଛି ମା’ଇଣ୍ଡାରଶୁଣି ବନଦୁର୍ଗାଙ୍କ ମନ୍ଦିର।
(ସୋମେଶ ପରିଡ଼ା ଙ୍କ ରିପୋର୍ଟ )