June 23, 2026

ଗୁଣପୁରରେ ନୂତନ ଚନ୍ଦନ ଫିଲିଂ ଷ୍ଟେସନର ଉଦଘାଟନ

IMG-20260407-WA0016
Share

 

 

ଗୁଣପୁର -(ସୁରେନ୍ଦ୍ର ମହାନ୍ତି )ଗୁଣପୁରରେ ପ୍ରଥମ କରି ଏଚପି କମ୍ପାନୀର ପେଟ୍ରୋଲ ପମ୍ପ ଚନ୍ଦନ ଫିଲିଂ ଷ୍ଟେସନର ଶୁଭାରମ୍ଭ ହୋଇଛି। ଏହା ଗୁଣପୁର କଲେଜ ନିକଟରେ ଗୁଣପୁର –ପାରଳାଖେମୁଣ୍ଡି ରାସ୍ତା କୋଢ଼ରେ ସ୍ଥାପନ କରାଯାଇ ଆଜି

ଠାରୁ ବିକ୍ରୟ ଆରମ୍ଭ ହୋଇଛି। ଏହାକୁ ପମ୍ପ ମାଲିକ ରୂପ ବିଳାସ ଦାସ ଓ ତାଙ୍କ ଧର୍ମପତ୍ନୀ ସୁଷମା ଦାସ ଉଦଘାଟନ କରିଥିଲେ। ଏହି ଅସରରେ ଫିଲିଂ

ଷ୍ଟେସନର ପରିଚାଳନା ନିର୍ଦେଶକ ଚନ୍ଦନ ଦାସ, ତାଙ୍କ ପତ୍ନୀ ପୂଜା ଦାସ ପ୍ରମୂଖ ଉପସ୍ଥିତ ଥିଲେ। ପୂର୍ବରୁ ଗୁଣପୁର-ପାରଳାଖେମୁଣ୍ଡି ରାସ୍ତା ପଟେ

କୌଣସି ପେଟ୍ରୋଲ ପମ୍ପ ନଥ‌ିବା ବେଳେ ବର୍ତ୍ତମାନ ଏଚ ପି ପେଟ୍ରୋଲ ପମ୍ପ

ଗ୍ରାହକଙ୍କ ଚାହିଦା ମେଣ୍ଟାଇବ ବୋଲି କୁହାଯାଉଛି ।

You may have missed