ଶାନ୍ତିଶୃଙ୍ଖଳା ର ସହିତ ଆରମ୍ଭ ହୋଇଛି +୨କଳା ପରୀକ୍ଷା

IMG-20260220-WA0031
Share

 

ଆଜି ଓଡିଶା ସରକାରଙ୍କ ଶିକ୍ଷା ବିଭାଗ ପକ୍ଷରୁ ଆରମ୍ଭ ହୋଇଛି +୨ କଳା ପରୀକ୍ଷା l ଆଜି ଆମ ଚାନେଲ ପ୍ରତିନିଧି ±୨ କଳା ପରୀକ୍ଷା ର ନିୟୁଜ ଅନ୍ୱେଷଣରେ ପୁରୀଜିଲ୍ଲା ବ୍ରହ୍ମଗିରି ବ୍ଲକ ଅତିବଡ଼ି ଜଗନ୍ନାଥ ଦାସଙ୍କ ଗ୍ରାମ କପିଳେଶ୍ଵରପୁର ଗ୍ରାମର ଅତିବଡ଼ି ଜଗନ୍ନାଥ ଦାସ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ପହଁଞ୍ଚି ବିଦ୍ୟାଳୟ ର ଅଧକ୍ଷ ଦ୍ୱାରିକା ସାର, ପରିଚାଳନା କମିଟି ସଦସ୍ୟ ଏବଂ ଛାତ୍ରଛାତ୍ରୀ ମାନଙ୍କ ସହିତ ଆଲୋଚନା କରି ଜାଣିବାକୁ ପାଇଲେଯେ ଗତବର୍ଷ ବ୍ରହ୍ମଗିରି ବ୍ଲକ ଟପ୍ପର ୯୦% ରୁ ଉର୍ଦ୍ଧ ନମ୍ବର ରଖି ହୋଇଥିଲେ ତେଣୁ ଚଳିତ ବର୍ଷବି ଆମ ବିଦ୍ୟାଳୟ ବ୍ଲକ ଟପ୍ପର ହେବ ବୋଲି ଦୃଢତାର ସହିତ ଗଣମାଧ୍ୟମ କୁ ସୂଚନା ଦେଇଛନ୍ତି ବିଦ୍ୟାଳୟ ଅଧକ୍ଷ l

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ

You may have missed