ଆମ ବଣଭୋଜି ସ୍ଥଳ, କରିବା ଆମେ ନିର୍ମଳ

ବେଗୁନିଆବ୍ଳକ( ଉପାନ୍ତ ଖବର ମାନସ ରଞ୍ଜନ କର)ବାଘମାରି ପଞ୍ଚାୟତ ଅଟ୍ରୀ ଉଷ୍ମପ୍ରସବଣଠାରେଜଙ୍ଗଳ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ବେଗୁନିଆ,ବନଚକ,ଖୋରଧା ବନାଞ୍ଚଳ ଆନୁକୁଲ୍ୟରେ ଆମ ବଣଭୋଜି ସ୍ଥଳ କିପରି ନିର୍ମଳ ରହିପାରିବ ସେଥିପାଇଁ ବାଘମାରୀସରକାରୀ ଉଚ୍ଚବିଦ୍ୟାଳୟଓବାଘମାରୀ ବାଳିକା ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ନେଇ ପଲିଥିନି ବ୍ୟବହାରକୁ ବନ୍ଦ କରିବାଲାଗି ଏକ ସାଇକେଲ ଶୋଭାଯାତ୍ରା କରି ଓ ଗାଁ ବୁଲି ସଭାସ୍ଥଳରେ ଯାଇ ପହଞ୍ଚିଥିଲେ ସଭାପତି ଭାବରେ ରେଞରଆଫିସର ଜୟକୃଷ୍ଣ ପଣ୍ଡା ସଭାକୁ ପରିଚାଳନା କରିଥିଲେ ମୁଖ୍ୟ ଅତିଥୀ ବେଗୁନିଆ ଓବୋଲଗଡର ବିଧାୟକ ପ୍ରଦୀପ କୁମାର ସାହୁ ସମ୍ମାନୀତଅତିଥି ଭାବରେ ପରିବେଶବିତସଂଗ୍ରାମ କେଶରି ସାମନ୍ତରାୟ,ପୂର୍ବତନ ସରପଞ୍ଚଙ୍କ ପ୍ରତିନିଧି ସମାଜସେବି ମଧୁସୂଦନ ସୁବୁଧୀ, ମହତ୍ସବ କମିଟିର ସକ୍ରିୟ ସଭ୍ୟ ବିରଞ୍ଚି ଜଗଦେବ, ପରିବେସବିତ ନାଲୁଭାଇ ଉପର୍ସ୍ଥିତ ରହି ପିଲାମାନଙ୍କୁ ପଲିଥିନିବର୍ଜନ କରିବାଲାଗି ସଚେତନତା କରିଥିଲେ ବନରକ୍ଷୀ ଦିପ୍ତିମୟି ପଣ୍ଡା, ଶ୍ରଦ୍ଧାଞ୍ଜଳୀ ସାହୁ, ସନ୍ତୋସ କୁମାର ପଟନାୟକ ବନପାଳ ବେଗୁନିଆ ପ୍ରିୟଦର୍ଶନୀ ସେଠୀ ସମସ୍ତିଙ୍କୁ ଧନ୍ୟବାଦ ଦେଇ ଶାନ୍ତିଶୃଙ୍ଖଳାର ସହିତ ରାଲି ଓ ସଭାକାର୍ଯ୍ୟକୁ ଶେଷ କରିଥିଲେ
