September 24, 2026

ପୁରୀ ରେଲୱେ ଷ୍ଟେସନ ସାମନା ପାଲଟିଛି ଆସ୍କାପଟି ବାର l ମହିଳାଙ୍କୁ ପିଟିଲା ବାଇକ

IMG-20260115-WA0047
Share

 

ହଁ ଆଜ୍ଞା ଆମେ କହିବାକୁ ଯାଉଛୁ ପୁରୀ ରେଲୱେ ଷ୍ଟେସନ ସାମ୍ନାର କଥା ପ୍ରତିଟି ଉଠାଦୋକାନ ରେ ବିକ୍ରି ହେଉଛି ଆସ୍କାଫଟି l ଗତକାଲି ରାତି ରେ ଆମ ଚାନେଲ ପ୍ରତିନିଧି କାମସାରି ଘରକୁ ଫେରୁଥିବା ବେଳେ ଷ୍ଟେସନ ସମ୍ମୁଖରେ ଥିବା ଉଠାଦୋକାନୀ ମାନଙ୍କ ଦୋକାନ ଆଗରେ ଭ୍ରମୟମାଣ ପୋଲିସ ଭ୍ୟାନ ଲାଗିବାରୁ ମଦ୍ୟପନ କରୁଥିବା ଯୁବକ ବାଇକ ନେଇ ଚାଲିଯାଉଥିବା ବେଳେ ପିଟିଲା ମହିଳାଙ୍କୁ ଏବେ ମହିଳା ଗୁରୁତର ଡାକ୍ତରଖାନା ରେ ଭର୍ତି ଯୁବକ ଗିରଫ ବାଇକ ଜବତ l

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ l