July 26, 2026

କୃଷି ରଥ ର ଶୁଭାରମ୍ଭ କଲେ ଜିଲ୍ଲା କୃଷି ଅଧିକାରୀ

IMG-20260108-WA0113
Share

 

 

ଛତ୍ରପୁର ତା ୮/୧/୨୬(ଅରୁଣ କୁମାର ପଣ୍ଡା )ଆଜି ଛତ୍ରପୁର ସ୍ଥିତ କୃଷି ସୂଚନା ଓ ପରାମର୍ଶ କେନ୍ଦ୍ର ଠାରୁ ଏକ କୃଷି ରଥକୁ କୃଷି ଜିଲ୍ଲା ଅଧିକାରୀ ଶ୍ରୀମତୀ ଜୁନୋମୟୀ ମହାନ୍ତି ପତାକା ଦେଖାଇ ଶୁଭାରମ୍ଭ କରିଥିଲେ, ଉକ୍ତ ରଥ ଛତ୍ରପୁର ବ୍ଲକ ର ସମସ୍ତ ଗ୍ରାମପଂଚାୟତ ବୁଲି କୃଷି ବିଭାଗର ବିଭିନ୍ନ ଯୋଜନା ସମ୍ବନ୍ଧରେ ପଥପ୍ରାନ୍ତ ନାଟକ ମାଧ୍ୟମରେ ଚାଷୀଙ୍କୁ ସଚେତନତା କରେଇବ,ରଥ ର ଶୁଭାରମ୍ଭ ରେ ଗୋଷ୍ଠୀ କୃଷି ଅଧିକାରୀ ଶ୍ରୀ ଚୌଧୁରୀ ସନମାର୍ଗ କର, ସହକାରୀ କୃଷି ଅଧିକାରୀ ଶ୍ରୀ ନିହାର ରଞ୍ଜନ ଦାଶ, କୃଷି ଅଧୀଦର୍ଶକ ଶ୍ରୀ ଦୁର୍ଗା ପ୍ରସାଦ ପ୍ରଧାନ, ଶ୍ରୀମତୀ ନୁଁନୁ ସେଠୀ,BTM ଶ୍ରୀମତୀ ସ୍ମୃତି ସ୍ମରଣିକା ସାହୁ, ଗ୍ରାମ୍ୟ କୃଷି କର୍ମଚାରୀ ବୈରାଗୀ ସ୍ୱାଇଁ, ମୌସୁମୀ ବେହେରା, ନିହାରିକା ପଣ୍ଡା, ରୋଜାଲିନ ପାତ୍ର, ATM ଗୋପୀନାଥ ଦାସ ଏବଂ ସୋନାଲି ମହାନ୍ତି ଉପସ୍ଥିତ ଥିଲେ।

You may have missed