April 24, 2026

ସର୍ବଭାରତୀୟ ଓପନ କୋରାଟେରେ ମହମୋଦ ଓକିଲଙ୍କ ସର୍ଣ୍ଣ ପଦକ ହାସଲ

IMG-20260107-WA0040
Share

ଖୋର୍ଦ୍ଧା -ଭୁବେନେଶ୍ୱର ସ୍ଥିତ ଉତ୍କଳ କୋରାଟେ ସ୍କୁଲ ଠାରେ ସର୍ବଭାରତୀୟ କୋରାଟେ ପ୍ରତିଯୋଗିତାରେ ଖୋର୍ଦ୍ଧା ଅଞ୍ଚଳର ଛାତ୍ର ମୋହମ୍ମଦ ଅକିଲ ସର୍ଣ୍ଣ ପଦକ ହାସଲ କରିଥିବା ଜଣାପଡିବାରୁ ଖୋର୍ଦ୍ଧା ଏବଂ ତାର ଆଖ ପାଖ ଅଞ୍ଚଳରେ ଖୁସିର ଲୋହରି ଖେଳିଯାଇଅଛି. ପ୍ରକାଶ ଯେ ଏହି ପ୍ରତିଯୋଗିତାରେ ଖୋର୍ଦ୍ଧା ଜ଼ିଲ୍ଲାରୁ 64ଜଣ ଓଂଶ ଗ୍ରହଣ କରିଥିବା ବେଳେ ଜ଼ିଲ୍ଲାର ମୁଖ୍ୟ ପ୍ରୋଶିକ୍ଷକ କୌଶି ଦୀପକ କୁମାର ସାମନ୍ତରା ଙ୍କ ତତ୍ଵାବଧାନରେ ଏବଂ କୋଚ ସଂଗ୍ରାମ ନାଏକ. ସୋଲନି ପାତ୍ର. ଦୀପା ଶିଖା ସାମନ୍ତରା ଓ ଟିମ ମ୍ୟାନେଜର ପ୍ରତାପ କେଶରୀ ଜେନାଙ୍କ ସହଯୋଗରେ ପ୍ରତିଯୋଗୀମାନେ ନିଜର କୋରାଟେ ପ୍ରୋସିଖୋଣ ଉପସ୍ଥାପନ କରିଥିଲେ. ପ୍ରଥମ ବିଜେତା ସ୍ୱର୍ଣ୍ଣ. ଦ୍ୱିତୀୟ ରୌପ୍ୟ ଏବଂ ତୃତୀୟ ବିଜେତା କଂସା ପଦକ ପାଇଥିବା ବେଳେ ମହୋଂମୋଦ ଅକିଲ ସ୍ୱର୍ଣ ପଦକ ପାଇ ଖୋର୍ଦ୍ଧା ଅଞ୍ଚଳର ଟେକ ରଖିଥିଲେ. ମୋହମମୋଦ ଅକିଲ ଖୋର୍ଦ୍ଧା ଶରଧାପୁର ନିବାସୀ ପିତା ଏମ ଡି ଜମିଲ ଓ ମାତା ରିହାନା ଖାତୁନ ଙ୍କ ଏକ ମାତ୍ର ସନ୍ତାନ. ଆଗକୁ ଅନ୍ତୋର୍ଜାତୀୟ ଖେଳରେ ଓଂଶ ଗ୍ରହଣ କରିବାକୁ ଯୋଜନା ରଖିଥିବା ପିତା ଏମ ଡି ଜମିଲ ଙ୍କ ସୂତ୍ରରୁ ପ୍ରକାଶ