ଆଜି ସ୍ବର୍ଗତ ଶ୍ରୀ ଅଟଳ ବିହାରୀ ବାଜପେୟୀ ଙ୍କ ର ୧୦୧ ତମ ଜନ୍ମତିଥି ପାଳନ ଅବସରରେ ଶ୍ରୀ ବଅଟଳ ବିହାରୀ ବାଜପେୟୀ ଙ୍କ ର ପ୍ରତିମୂର୍ତ୍ତି ଠାରେ ପୁଷ୍ପମାଲ୍ୟ ଅର୍ପଣ କରାଗଲା ।
ସେଠାରେ ଶ୍ରୀ ଚକ୍ରାନ୍ତ ଜେନା , ଶ୍ରୀ ରାଜେନ୍ଦ୍ର ପଟ୍ଟନାୟକ , ଶ୍ରୀ ବିଶ୍ୱଜିତ୍ ରାଉତ୍, ନିର୍ମଳ ଦାସ ଆଦି ଉପସ୍ଥିତ ଥିଲେ।