April 28, 2026

ଧର୍ମପ୍ରାଣା ମହିଳା ଙ୍କ ବିୟୋଗ 

IMG-20251215-WA0173
Share

 

 

ବାଣପୁର ବ୍ଲକ ଅନ୍ତର୍ଗତ ଶ୍ୟାମସୁନ୍ଦର ପୁର,ସାନ ହନ୍ତୂଆଡ ର ସୁରେନ୍ଦ୍ର ପଟ୍ଟନାୟକ ଙ୍କ ଧର୍ମପତ୍ନୀ ସରଳା ଵାଳା ପଟ୍ଟନାୟକ ଙ୍କ ର ୯୧ ବର୍ଷ ବୟସରେ ପରଲୋକ ଘଟିଯାଇଛି। ଏହି ଵର୍ଷିୟସୀ

ଧର୍ମପ୍ରାଣା ମହିଳା ଙ୍କ ବିୟୋଗରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।ସେ କିଛି ଦିନ ଧରି ବାର୍ଦ୍ଧକ୍ୟ ଜନିତ ଅସୁସ୍ଥତା ହେତୁ ଶଯ୍ୟା ଶାୟୀ ଥିଲେ। ମ୍ରୃତ୍ୟୁ ଶଯ୍ୟା ନିକଟରେ ତାଙ୍କ ର ସ୍ଵାମୀ ସୁରେନ୍ଦ୍ର ପଟ୍ଟନାୟକ, ପୁତ୍ର ଜୀବନ ବୀମା ଅଧିକାରୀ ଅମିତାଭ ପଟ୍ଟନାୟକ,ନାତି-ନାତୁଣୀ, କନ୍ୟା, ଜ୍ୱାଇଁ, ବନ୍ଧୁ ବାନ୍ଧବ ଗ୍ରାମ ବାସି ଉପସ୍ଥିତ ଥିଲେ। ତାଙ୍କର ଶେଷକୃତ୍ୟ

ପୁରୀ ସ୍ଵର୍ଗଦ୍ଵାର ଠାରେ ସମ୍ପର୍ଣ୍ଣ କରାଯାଇଛି।