ବାଘମାରୀ ଥାନା ଅଞ୍ଚଳର ଜଣେ

ନାବାଳିକାକୁ ଡାକି ନେଇ ଦୁବୃତ୍ତ ମାନଙ୍କ ଗଣ ଦୁଷ୍କର୍ମ— ବେଗୁନିଆ ବ୍ଲକ (ଉପାନ୍ତ ଖବର ମାନସ ରଞ୍ଜନ କର)ବାଘମାରି ଥାନା ଅଞ୍ଚଳରେ ଜଣେ ନାବାଳିକାକାକୁ ଡାକି ନେଇ ଦୁର୍ବୁତ୍ତ ମାନେ ଗଣ ଦୁଷ୍କର୍ମ କରିଛନ୍ତି। ଘଟଣାକୁ ନେଇ ରାଜ୍ୟ ରାଜନୀତିକୁ ସରଗରମ କରିଥିବା ବେଳେ କଂଗ୍ରେସ ଦଳର ବିଧାୟକ ପ୍ରାର୍ଥି ପୃଥ୍ବୀ ବଲ୍ଲଭ ପଟ୍ଟନାୟକ,ସୋନାଲି ସାହୁ,ରାଜ୍ୟ ମହିଳା କଂଗ୍ରେସ ନେତ୍ରୀ ଜୟଶ୍ରୀ ପଟ୍ଟନାୟକ, ସ୍ୱାଗତିକା ପଟ୍ଟନାୟକ,ସଂଖ୍ୟା ଲଘୁ ସମ୍ପ୍ରଦାୟର ରାଜ୍ୟ ସାଧାରଣ ସମ୍ପାଦକ ମହମ୍ମଦ ମୋହି ଉଦ୍ଦିନ ଅହମ୍ମଦ,ଜିଲ୍ଲା ସଭାପତି ରାଜୀବ ଲୋଚନ ପଟ୍ଟନାୟକ ଓ ବ୍ଲକ କଂଗ୍ରେସ ସଭାପତି କାଳନ୍ଦୀ ଚରଣ ମହାପାତ୍ରଙ୍କ ସମେତ କର୍ମୀ ମାନେ ଉପସ୍ଥିତ ରହି ପୀଡ଼ିତା ଜେଜେ ବାପାଙ୍କୁ ଭେଟି ସମବେଦନା ଜଣାଇଛନ୍ତି।
