September 14, 2026

ଆଜି ଆସିବେ ନୀଳଗିରି ମାଟିକୁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ..

IMG-20251113-WA0000
Share

ବାଲେଶ୍ବର ( ଦେବାଶିଷ ଦାଶ )

ସେଥିପାଇଁ ଆଜି ନୀଳଗିରି ରେ ପ୍ରସ୍ତୁତି ଜୋର ଧରିଛି। ସମୀକ୍ଷା କରୁଛନ୍ତି ଉଚ୍ଚ ଶିକ୍ଷା ମନ୍ତ୍ରୀ ସୁରଜ ସୂର୍ଯ୍ୟବଂଶୀ, ସାଥିରେ ଅଛନ୍ତି ବିଜେପି ଜିଲ୍ଲା ସଭାପତି ଶ୍ରୀ ଈଶ୍ୱର ଚନ୍ଦ୍ର ବେହେରା, ବାଲେଶ୍ୱର ସାଂସଦ ଶ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ,ରେମୁଣା ବିଧାୟକ ଶ୍ରୀ ଗୋବିନ୍ଦ ଚନ୍ଦ୍ର ଦାସ,ସଦର ବିଧାୟକ ଶ୍ରୀ ମାନସ ଦତ୍ତ, ସ୍ଥାନୀୟ ବିଧାୟକ ଶ୍ରୀ ସନ୍ତୋଷ କୁମାର ଖଟୁଆ, ଜିଲ୍ଲାପାଳ ବାଲେଶ୍ୱର ତଥା ସ୍ଥାନୀୟ ପ୍ରଶାସନ। ସୁରକ୍ଷା ବ୍ୟବସ୍ଥା ମଧ୍ୟ୍ୟ କଡାକଡି ରହିଥିବା ଜଣା ପଡିଛି।