April 28, 2026

ଭାରିତୀୟ କୋମ୍ୟୁନିଷ୍ଟ ପାର୍ଟି କୋଟପାଡ଼ ଆଞ୍ଚଳିକ କମିଟି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପଦ୍ର ପ୍ରଦାନL

IMG-20250919-WA0047
Share

 

 

 

 

କୋରାପୁଟ ଜ଼ିଲ୍ଲା କୋଟପାଡ଼ ଅଞ୍ଚଳର ବିଭିନ୍ନ ସମସ୍ୟା କୁ ନେଇ ବରିଷ୍ଠ ନେତା ଯୁଧିଷ୍ଟିର ରାଉଳ ଏବଂ ଜ଼ିଲ୍ଲା ସମ୍ପାଦକ ରାମକୃଷ୍ଣ ଦାସ ଙ୍କ ନେତୃତ୍ୱ ରେ ସତାଧିକ କର୍ମୀ କେନ୍ଦୁଗୁଡା ଠାରୁ ଏକ ରାଲି ବାହରି ତହସିଲ କାର୍ଯାଳୟ ରେ ପହଞ୍ଚି ଉକ୍ତ ଦାବି ପତ୍ର ପ୍ରଦାନ କରିବା ପରେ ବ୍ଲକକୁ ମଧ୍ୟ ଯାଇ ବିଡ଼ିଓ ସନ୍ଧ୍ୟା ସମରଥ ଙ୍କୁ ମୁଖ୍ୟ ମନ୍ତ୍ରୀଙ୍କ ଉଦେଶ୍ୟ ରେ ସେହି ଦାବି ପତ୍ର ପ୍ରଦାନ କରିଥିବା ଜଣା ଯାଇଛି. କୋରାପୁଟ ଜ଼ିଲ୍ଲା ପ୍ରତିନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ଉପାନ୍ତ ଖବର

You may have missed