May 30, 2026

ତେଲୁଗୁ ସମାଜ ପକ୍ଷରୁ ସ୍ମସାନ ଜମି ଚିହ୍ଣଟ ପାଇଁ ତହସିଲଦାରଙ୍କ ଦ୍ୱାରସ୍ତ 

IMG-20250822-WA0080
Share

 

 

 

କୋରାପୁଟ ଜ଼ିଲ୍ଲା କୋଟପାଡ଼ ତେଲୁଗୁ ସମାଜ ପକ୍ଷରୁ ସ୍ମସାନ ଜମି ଚିହ୍ନଟ କରିବା ପାଇଁ ତହସିଲଦାରଙ୍କୁ ଏକ ଲିଖିତ ଦରଖାସ୍ତ ଦିଆ ଯାଇଥିବାର ଜଣାଯାଇଛି.ବହୁ ପୁରାତନ ସ୍ମଶାନର ଦୁଇ ଏକର ପଞ୍ଚାବନ ସେଣ୍ଟଜମିର ଚହ୍ନଟ କରି ସମାଜ କୁ ହସ୍ତାନ୍ତର କିରିବା ପାଇଁ ଏହି ଦରଖାସ୍ତ ରେ ଉଲେଖ ଥିବାର ଜଣାଯାଇଛି.ଦରଖାସ୍ତ ଗ୍ରହଣ କରିବା ସଙ୍ଗେ ସଙ୍ଗେ ତହସିଲ ଦାର ରାଜସ୍ୱ ନିରୀକ୍ଷକ ଙ୍କୁ ପଠେଇ ଥିଲେ ଏବଂ ଉକ୍ତ ସ୍ଥାନ ରେ ଏନଏସି ର ଇଓ କୋମଲେସ ମହନ୍ତ ପହଞ୍ଚି ଅନୁଧ୍ୟାନ କରିଥିଲେ.ବିଭିନ୍ନ ଯୋଜନା ରେ ଏହି ସ୍ମଶାନ ର ଉନ୍ନତି ପାଇଁ ଆସିଥିବା ପାଣ୍ଠି କୁ ତୁରନ୍ତ କାମ ଆରମ୍ଭ କରିବା ପାଇଁ ପରାମର୍ଶ ପ୍ରଦାନ କରିଥିବାର ଜଣାଯାଇଛି. ଅନ୍ୟ ମାନଙ୍କ ମଧ୍ୟ ରେ ରାଜସ୍ୱ ନିରକ୍ଷକ ଜ୍ୟୋତି ବେହେରା. ପରିଷଦର ଯନ୍ତ୍ରୀ ଏ.ରାଜେଶ ଦାସ. ପଲାକି ବୁଲୁ.ଆର ଚନ୍ଦ୍ର ଶେଖର ରାଓ. ବି ରାଜେଶ କୁମାର. ଗୌରୀ ପ୍ରସାଦ ପଟ୍ଟନାୟକ.କେ ଉମା ମହେଶ୍ୱେର ରାଓ. ବି ନାଗେଶ୍ୱେର ରାଓ.ମାର୍ଦନା ବ୍ରହ୍ମାଜି. ବି ଶଙ୍କୁ. ପୁଡ଼ିସେଟି ଦିଲୀପ କୁମାର.ରମେଶ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ.କୋରାପୁଟ ଜ଼ିଲ୍ଲା ପ୍ରତିନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ଉପାନ୍ତ ଖବର.

You may have missed