June 19, 2026

ସୋରଡ଼ା ର ଲୋକପ୍ରିୟ ବିଧାୟକ ଶ୍ରୀ ନୀଳମଣି ବିଷୋୟୀଙ୍କ ମହାନତା 

IMG-20250807-WA0061
Share

ସୋରଡ଼ା ନିର୍ବାଚନ ମଣ୍ଡଳୀ,ସୋରଡ଼ା ବ୍ଲକ ଜରାଉ ଛକ ଠାରେ ଆଜି ହୋଇଥିବା ସଡ଼କ ଦୁର୍ଘଟଣାରେ ୫ ଜଣ ଗୁରୁତର ଥିବା ବେଳେ ଜଣେ ଆହତଙ୍କୁ ସୋରଡ଼ା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ମାନ୍ୟବର ସୋରଡ଼ା ବିଧାୟକ ଶ୍ରୀ ନୀଳମଣି ବିଷୋୟୀ ପହଁଞ୍ଚି ଆହତଙ୍କୁ ଭେଟି ସ୍ୱାସ୍ଥ୍ୟ ଅବସ୍ଥା ବିଷୟରେ ପଚାରି ବୁଝିବା ସହ ଆଶୁ ଆରୋଗ୍ୟ କାମନା କଲେ ଏବଂ ପରିବାର ବର୍ଗଙ୍କୁ ସାନ୍ତ୍ୱନା ଦେଲେ। 4 ଜଣ ଙ୍କ ଅବସ୍ଥା ସୁସ୍ଥ ଥିବା ଜଣାପଡୁଛି ଅନ୍ୟ ଜଣେ ଗୁରୁତର ଅଛନ୍ତି।

ସୋରଡ଼ା ରୁ ସଞ୍ଜୟ କୁମାର ସେଠି ଙ୍କ ରିପୋର୍ଟ