April 28, 2026
ajiro khabar
Share

 

 

‘ସୁଭଦ୍ରା’ ଟଙ୍କା ବଣ୍ଟା ଯୋଜନାରେ ୧ କୋଟି ୨ ଲକ୍ଷ ୪୦ ହଜାର ହିତାଧିକାରୀଙ୍କ ଅଗଷ୍ଟ ୯ ରେ ଆକାଉଣ୍ଟ୍‌କୁ ଯିବ ମାଗଣା ଟଙ୍କା

 

ଧାର୍ଯ୍ୟ ହେଲା ନୂଆଁଖାଇ ଲଗ୍ନ । ଆସନ୍ତା ଅଗଷ୍ଟ ମାସ ୨୮ ତାରିଖରେ ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ।

 

‘ମନ୍ କି ବାତ୍ କାର୍ଯ୍ୟକ୍ରମରେ କେନ୍ଦୁଝରର ସଂକୀର୍ତ୍ତନ ମଣ୍ଡଳୀ ଏବଂ ମୟୂରଭଞ୍ଜର ସାନ୍ତାଳୀ ଶାଢ଼ିକୁ ହେଲା ପ୍ରଶଂସା।

 

ରାଜ୍ୟର ପ୍ରାଥମିକ ଶିକ୍ଷକଙ୍କୁ ଦରକାର କେନ୍ଦ୍ରୀୟ ହାରରେ ଦରମା। ଦାବିପୁରଣ ପାଇଁ ବିଧାନସଭା ଆଗରେ ଆନ୍ଦୋଳନ କରିବେ

 

ଆଜି ପୁରୀରେ ମହାପ୍ରଭୁ ଜଗନ୍ନାଥଙ୍କ ଖସାପଡ଼ା ଲାଗି ନୀତି। ସନ୍ଧ୍ୟା ୬ଟାରୁ ରାତି ୧୦ଟା, ୪ ଘଣ୍ଟା ବନ୍ଦ ରହିବ ଦର୍ଶନ।

 

କଟକ ଓଏମପି ଛକଠାରୁ କନ୍ଦରପୁର ପର୍ଯ୍ୟନ୍ତ ହେବ ଏଲିଭେଟେଡ୍ କରିଡର୍। ୬୪୦ କୋଟି ଟଙ୍କା ଖର୍ଚ୍ଚ କରିବେ ସରକାର

 

ପୁରୀରେ ବେଦାନ୍ତକୁ ବିକ୍ରି ହୋଇଥିବା ୬୦୭ ଏକର ଜମି ସୁପ୍ରିମକୋର୍ଟଙ୍କ ଆଦେଶ ସତ୍ତ୍ବେ ଫେରାଇ ଆଣୁ ନାହାନ୍ତି ସରକାର

 

ଭୁବନେଶ୍ବର ମେଟ୍ରୋ ପ୍ରକଳ୍ପ ଚୁକ୍ତିକୁ ସରକାର ବାତିଲ କରିବାରୁ ଦୁଃଖ ପ୍ରକାଶ କଲେ ନବୀନ ପଟ୍ଟନାୟକ

 

ବଢ଼ୁଛି ଓଡ଼ିଶାର ସାମୁଦ୍ରିକ ପରିବହନ। ଅଣ ପ୍ରମୁଖ ବନ୍ଦରଗୁଡ଼ିକର କ୍ଷମତା ୮୦ ନିୟୁତ ଟନ୍‌ରେ ପହଞ୍ଚିଲା

 

ଭଦ୍ରକ ଜିଲ୍ଲା ବୋଡ଼କ-ଆରଡ଼ି ରାସ୍ତାରେ ବନ୍ୟା ସାଙ୍ଗକୁ କୁମ୍ଭୀର ଭୟ, ରାସ୍ତା ବନ୍ଦ କଲା ପୋଲିସ।

 

ଭଦ୍ରକର ଏକ କବାଡ଼ିଆ ଗୋଦାମ ଉପରେ ଚଢ଼ାଉ କରି ପ୍ରାୟ କୋଟିଏରୁ ଉର୍ଦ୍ଧ୍ବ ଟଙ୍କାର ବିଦ୍ୟୁତ୍ ତାର ଜବତ କରିଛି ପୋଲିସ।

 

ବଲାଙ୍ଗୀର ଜିଲ୍ଲାରେ ଲଜ୍ଜ୍ୟା। ଟିଟିଲାଗଡ଼ ଭାଲେଗାଁରେ ଶିଶୁକନ୍ୟାକୁ ୨୦ ହଜାର ଟଙ୍କାରେ ବିକିଲେ ନୀଳ ରଣା ଓ କନକ ରଣା

 

ପୁଣି ଚର୍ଚ୍ଚାରେ ବାଲେଶ୍ଵର ଏଫଏମ ବିଶ୍ବବିଦ୍ୟାଳୟ। ଆସିଷ୍ଟାଣ୍ଟ ପ୍ରଫେସରଙ୍କ ପତ୍ନୀଙ୍କୁ ଦୁଷ୍କର୍ମ ଉଦ୍ୟମ ଅଭିଯୋଗ, ଅଭିଯୁକ୍ତ ଗିରଫ।

 

ବଲାଙ୍ଗୀର ମୁରୁସିଂ ବଜରଙ୍ଗ ବଳୀ ଛକରେ ହନୁମାନ ମନ୍ଦିରରୁ ଚୋରି। ନେଇଗଲେ ହନୁମାନଙ୍କ ଘଣ୍ଟି ସହ ଦାନ ଟଙ୍କା

 

ରାୟଗଡା ସଦର ଆବାସିକ ବିଦ୍ୟାଳୟରେ ମ୍ୟା‌ଲେରିଆରେ ଚତୁର୍ଥ ଶ୍ରେଣୀ ଛାତ୍ରୀର ମୁତ୍ୟୁ, ପରିଚାଳନା ତ୍ରୁଟି ନେଇ ଗ୍ରାମବାସୀଙ୍କ ଧାରଣା।

 

ମାଲକାନଗିରି ଜିଲ୍ଲା ମୁଦୁଲିପଡ଼ା ଥାନା ଅଞ୍ଚଳରେ ପୁଣି ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ। ଥାନାରେ ଦେଲେ ଏତଲା

 

ଅନୁଗୁଳ ଜିଲ୍ଲା ମୁଖ୍ୟ ହସପିଟାଲରେ କାମୁଡ଼ିଥିବା ନାଗସାପକୁ ଧରି ଡାକ୍ତରଖାନା ପହଞ୍ଚିଲେ ଯୁବକ। ଚାଲିଛି ଚିକିତ୍ସା।

 

ଛତିଶଗଡ ବିଜାପୁର ଜିଲ୍ଲାରେ ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ୪ ହାର୍ଡକୋର ମାଓବାଦୀ ନିହତ।

 

ଏସିଆ କପ୍ କ୍ରିକେଟ ଖେଳସୂଚୀ ଘୋଷଣା ପରେ ଲୋକଙ୍କ ପ୍ରତିକ୍ରିୟା। ପାକିସ୍ତାନ ବିପକ୍ଷରେ ନ ଖେଳିବାକୁ ଦାବୀ।

 

ଟିସିଏସ ଚଳିତ ଆର୍ଥିକ ବର୍ଷରେ ପ୍ରାୟ ୧୨,୦୦୦ କର୍ମଚାରୀଙ୍କୁ ଛଟେଇ କରିବାକୁ ଯାଉଛି।

 

କଙ୍ଗୋରେ ଚର୍ଚ୍ଚ ଉପରେ ଆତଙ୍କବାଦୀ ଆକ୍ରମଣ, ୨୧ ମୃତ