March 8, 2026

ଆଶା କର୍ମୀ ମାନଙ୍କୁ ୪ ମାସଧରି ଆଶା ପ୍ରୋତ୍ସାହନ ରାଶି ନମିଳିବା ଅଭିଯୋଗ।

IMG-20250712-WA0088
Share

 

ଖୋର୍ଦ୍ଧା:୧୧/୦୭( ପ୍ରିୟଙ୍କା ମହାପାତ୍ର) ଖୋର୍ଦ୍ଧା ସହରର ମୁକୁନ୍ଦପ୍ରସାଦରେ ଥିବା ୟୁ ପି ଏଚ ସି ( ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର) ରେ କାର୍ଯ୍ଯ କରୁଥିବା ଆଶା କର୍ମୀ ମାନଙ୍କୁ ୪ ମାସ ଧରି ପ୍ରୋତ୍ସାହନ ରାଶି ନମିଳିବାରୁ ସେମାନେ ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟର ସିଡିଏମଓ ଙ୍କୁ ଜଣାଇ କିଛି ସୁବିଧା ନମିଳିବାରୁ ବାଧ୍ୟ ହୋଇ ମାନବ ଅଧିକାର କମିଶନରଙ୍କୁ ଏକ ଲିଖିତ ଅଭିଯୋଗ ପତ୍ର ଦେଇଛନ୍ତି। ଏହାର ତଦନ୍ତ କରି ଆଶା କର୍ମୀ ମାନଙ୍କୁ ପ୍ରୋତ୍ସାହନ ରାଶି ମିଳିଲେ ଚିରୋପକୃତ୍ ରହିବେ।