July 1, 2026

ପୂର୍ବତନ ସମିତି ସଭ୍ୟ ଙ୍କ ଅକାଳ ବିୟୋଗ 

IMG-20250705-WA0018
Share

 

ଛତ୍ରପୁର. ତା.୫/୭/୨୦୨୫(ଅରୁଣ କୁମାର ପଣ୍ଡା) ଛତ୍ରପୁର ବ୍ଳକ ଅନ୍ତର୍ଗତ ବଉଳ ଗାଁ ଗ୍ରାମ ପଞ୍ଚାୟତ ଅଧୀନ ଦିବିସିଂହ ପୁର ଗ୍ରାମର ପୂର୍ବତନ ସମିତି ସଭ୍ୟ ଓ ରୁକୁଣି ଗାଁ ସେବା ସମବାୟ ସମିତି ର ସଭାପତି ଆଦିକନ୍ଦ ଶତପଥୀ ଙ୍କ ର ଅକାଳ ବିୟୋଗ ହୋଇଅଛି ତାଙ୍କର ପାର୍ଥିବ ଶରୀରକୁ ନିଜ ବାସଭବନ କୁ ଅଣାଯାଇଥିଲା ତାଙ୍କର ଶେଷ ଦର୍ଶନ କରିବା ପାଇଁ ଦିବ୍ୟସିଂହ ପୁର ଗ୍ରାମ ଶ୍ମଶାନ ନିକଟକୁ ଛତ୍ରପୁର ଯୁବ ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ପହଞ୍ଚି ପରିବାର ବର୍ଗ ଙ୍କୁ ସାନ୍ତାନା ଦେଇ ଶେଷ ଦର୍ଶନ କରିଥିଲେ ଓ ବିଧାୟକ

ଙ୍କ ସହ ବଉଳ ଗାଁ ସମିଟିସଭ୍ୟ ରାମ ଚନ୍ଦ୍ର ପରିଡ଼ା ଓ ଯୁବ ନେତା ବନଜ ନାହାକ, ଶ୍ରମିକ ନେତା N ଦୁର୍ଯ୍ୟୋଧନ ରେଡ୍ଡୀ, ବି ସି ସି ବ୍ୟାଙ୍କ୍ ନିର୍ଦ୍ଦେଶକ ଦୁର୍ଯୋଧନ ପରିଡ଼ା, ଗ୍ରାମ କମିଟି ସଭାପତି ସୁଧାଂଶୁ ଶେଖର ମିଶ୍ର, ସମ୍ପାଦକ ସୁଧାଂଶୁ ଶେଖର ଶତପଥୀ, ବିଭୂତି ଭୂଷଣ ଶତପଥୀ, ଲୋକନାଥ ତ୍ରୀପାଠୀ, o u j ସାଧାରଣ ସମ୍ପାଦକ ସନ୍ତୋଷ ମିଶ୍ର, ବିଜେପି ମଣ୍ଡଳ ସଭାପତି ପଦ୍ମ ପରିଡ଼ା, ବିଜୟ ମୁଦୁଲି, ଶିକ୍ଷକ ପୂର୍ଣ୍ଣ ଚନ୍ଦ୍ର ଶତପଥୀ , ଅଶୋକ ଶତପଥୀ, ବିଜେପି ନେତା ପ୍ରଶାନ୍ତ ଶତପଥୀ , ଜଗନ୍ନାଥ ମିଶ୍ର, ଜଗଦୀଶ ତ୍ରୀପାଠୀ,ଭର୍ମରବର୍ ଦାସ, ଙ୍କ ସହିତ ଅନ୍ୟାନ୍ୟ ଗ୍ରାମବାସୀ ଓ ଆଖ ପାଖ ଅଞ୍ଚଳରୁ ବହୁ ଲୋକ ସେଶକୃତ ନିକଟରେ ପହଂଚି ଶେଷ ଦର୍ଶନ କରିଥିଲେ ତାଙ୍କର ମୃତ୍ୟୁ ଶଯ୍ୟା ନିକଟରେ ଝିଅ, ଜ୍ୟାଇଁ, ନାତି ନାତୁଣୀ ଥିଲେ ତାଙ୍କର ପୁତ୍ର ଶିକ୍ଷକ ତପନ ଶତପଥୀ ମୁଖଗ୍ନୀ ଦେଇ ଥିଲେ