April 30, 2026

ଏବିଭିପି ତରପରୁ ନୀଳଗିରି ରେ ରଥ ସେବା କାର୍ଯ୍ୟ..

IMG-20250701-WA0137
Share

 

ନୀଳଗିରି ( ଦେବାଶିଷ ଦାଶ )

ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ବାଲେଶ୍ଵର ଜିଲ୍ଲା ନୀଳଗିରି ନଗର ତରଫରୁ ପ୍ରତି ବର୍ଷ ପରି ଏ ବର୍ଷ ମଧ୍ୟ ତୃତୀୟ ଶ୍ରୀକ୍ଷେତ୍ର ନୀଳଗିରି ରେ ସେବା କାର୍ଯ୍ୟ ଅନୁଷ୍ଠିତ ହୋଇଯାଇଛି।

ବିଶ୍ଵ ପ୍ରସିଦ୍ଧ ରଥ ଯାତ୍ରା ରେ ହଜାର ହଜାର ଭକ୍ତ ମାନଙ୍କ ପାଇଁ ଏବିଭିପି ତରଫରୁ ଜଳ ବିତରଣ, ଆବର୍ଜନା ସଫେଇ ଏବଂ ସହ ସହ ବୃଦ୍ଧ ଭକ୍ତ ମାନଙ୍କୁ ରଥ ରେ ଚଡ଼ିବା ପାଇଁ ଅସୁବିଧା ହେଉଥିବା କାରଣ ରୁ ସେମାନଙ୍କୁ ରଥ ଚଢ଼େଇବା ପାଇଁ ସହଯୋଗ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ରେ ଏବିଭିପି ନୀଳଗିରି ନଗର ସଭାପତି ଡ. ଅକ୍ଷୟ କମାର ପାଣଗ୍ରାହୀ ଏବଂ ବିଭାଗ ସଂଯୋଜକ ସଂଜୀବ କୁମାର ମହାରଣା ଓ ନଗର ଉପସଭାପତି ଜ୍ଞାନରଞ୍ଜନ ବେହେରା ସମେତ ନଗର ସଂପାଦକ ସୁଶାନ୍ତ କୁମାର ନାୟକ,କୁଲଦୀପ କେଶି, କିରଣ କୁମାର ପଣ୍ଡା , ଉମାକାନ୍ତ ଦାସ୍ , ଅଭିନାସ୍ ନାୟକ, ଓମ ପ୍ରକାଶ ରଥ , ତନ୍ମୟ ରଞ୍ଜନ ସାମଲ, କିମତ୍ ସିଂ, ଗଣେଶ୍ୱର ମୁଦୁଲି , ସାଇସତ୍ୟ ପ୍ରକାଶ ପ୍ରଧାନ, ସୁସଭନ୍,ଗୋବିନ୍ଦ ବେହେରା , ଲକ୍ଷ୍ମୀଧର ବେହେରା , ଆଶିଷ ଜେନା , ପ୍ରଶାନ୍ତ ଜେନା, ଚନ୍ଦନ ଜେନା , ରାକେଶ ବାରିକ , ଓମ୍ ପ୍ରକାଶ ବାରିକ , ରବୀନ୍ଦ୍ର ବେହେରା , ଅକ୍ଷୟ ବେହେରା ପ୍ରମୁଖ ଉପସ୍ଥିତ ଥିଲେ। ନୀଳଗିରି ର ବିଭିନ୍ନ ମହାବିଦ୍ୟାଳୟ ରୁ ବିଦ୍ୟାର୍ଥୀ ଯୋଗ ଦେଇଥିଲେ।

You may have missed