ଲସ୍ତଲା ଉପ ବଜାର ପ୍ରାଙ୍ଗଣର ଶୁଭ ଭିତ୍ତି ପ୍ରସ୍ତର ସ୍ଥାପନ,ଯୋଗଦେଲେ ବିଧାୟକ

ଆଜି ରବିବାର ମଧ୍ଧାହ୍ନ ୧୨ଟାରେ ଅତାବିରା ବ୍ଲକ ଅଧିନ ମନାପଡା ପଞ୍ଚାୟତ ଲସ୍ତଲା ଉପ ବଜାର ପ୍ରାଙ୍ଗଣର ଭିତ୍ତି ପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି |ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଲସ୍ତଲା ଗ୍ରାମର ବାସିନ୍ଦା ତଥା ଅତାବିରା ବିଧାୟକ ନିହାରରଂଜନ ମହାନନ୍ଦ,ସମ୍ମାନୀତ ଅତିଥି ଭାବେ କୁଲୁଣ୍ଡା ମଣ୍ଡଲ ସଭାପତି ନିରୋଜ ବାରିକ,କାଠଡେରା ମଣ୍ଡଲ ସଭାପତି ପୁଷ୍ଫକ ଗାଇଗରିଆ,ମନାପଡା ପଞ୍ଚାୟତର ପୂର୍ବତନ ସରପଂଚ ଦୀପକ ପ୍ରଧାନ,ଗ୍ରାମ୍ୟ କମିଟିର ସଭାପତି ଖିରେଶ୍ବର ପ୍ରଧାନ,ମାର୍କେଟ ଇନଚାର୍ଜ ଜୟପ୍ରକାଶ ସାହୁ ,ପ୍ରଭାତ ଚନ୍ଦ୍ର ପଧାନ ପ୍ରମୁଖ ମଂଚାସୀନ ଥିଲେ
