March 12, 2026

ଗତ କାଲି ରାତିରେ କୋରାପୁଟ ସହିଦ୍ ଲକ୍ଷଣ ନାୟକ ମେଡିକାଲ କଲେଜ ଓ ହସପିଟାଲ ରେ ଏକା କାଳୀନ ୫ ଟି ରୋଗୀଙ୍କ ମୃତ୍ୟୁ। ରୋଗୀଙ୍କ ସମ୍ପର୍କୟ ମାନେ ଅଭିଯୋଗ ହେଉଛି ଯେ ଭୁଲ ଇଞ୍ଜେକସନ ଦେବା ଯୋଗୁ ରୋଗୀଙ୍କ ମୃତ୍ୟୁ ହୋଇଛି।

IMG-20250604-WA0006
Share

କୋରାପୁଟ (୦୪/୦୬/୨୦୨୫) ଗତ କାଲି ରାତିରେ କୋରାପୁଟ ସହିଦ୍ ଲକ୍ଷଣ ନାୟକ ମେଡିକାଲ କଲେଜ ଓ ହସପିଟାଲ ରେ ଏକା କାଳୀନ ୫ ଟି ରୋଗୀଙ୍କ ମୃତ୍ୟୁ। ରୋଗୀଙ୍କ ସମ୍ପର୍କୟ ମାନେ ଅଭିଯୋଗ ହେଉଛି ଯେ ଭୁଲ ଇଞ୍ଜେକସନ ଦେବା ଯୋଗୁ ରୋଗୀଙ୍କ ମୃତ୍ୟୁ ହୋଇଛି। ୩ଟି ରୋଗୀ ଆଇସିୟୁ ରେ ଓ ୨ଟି ରୋଗୀ ସର୍ଜରୀ ୱାର୍ଡ଼ ରେ ଥିଲେ। ସମ୍ପର୍କୀୟ ମାନଙ୍କ କହିବା ଅନୁଯାୟୀ ଅପରେସନ ପରେ ସେମାନଙ୍କ ସ୍ବାସ୍ଥ୍ୟ ଅବସ୍ଥା ସ୍ଥିର ଥିଲା କିନ୍ତୁ ସେମାନଙ୍କୁ ଭୁଲ ଇଞ୍ଜେକସନ ଦେବା ପରେ ୨୦ ମିନିଟ୍ ରେ ମୃତ୍ୟୁ ହୋଇଗଲା। ରୋଗୀଙ୍କ ସମ୍ପର୍କୀୟ ମାନେ ଅଭିଯୋଗ କରିଛନ୍ତି ଯେ ଭୁଲ ଇଞ୍ଜେକସନ ଦେବା ଯୋଗୁ ରୋଗୀଙ୍କ ମୃତ୍ୟୁ ହୋଇଛି। ମେଡିକାଲ କର୍ତ୍ତୃପକ୍ଷ ଏହି ପର୍ୟ୍ୟନ୍ତ କେଉଁ କାରଣରୁ ମୃତ୍ୟୁ ହେଲା କିଛି ସ୍ପଷ୍ଟୀକରଣ କରି ନାହାନ୍ତି। ଆଇସିୟୁ ରେ ଥିବା ୩ ଟି ରୋଗୀଙ୍କ ମୃତ୍ୟୁ ଶରୀର ଶବ ବେବଛେଦ ପାଇଁ ରଖିଛି। ଲୋକଙ୍କ ଉତେଜନା କୁ ଆଖିରେ ରଖି ପୋଲିସ ମୃତୟନ ହୋଇଛି।