May 10, 2026

ପୁରୀ ହସ୍ପିଟାଲଟି ଫାଉଣ୍ଡେସନ ପକ୍ଷରୁ ଶ୍ରୀମନ୍ଦିର ସମ୍ମୁଖରେ ଦୀପ ଦାନ. 

IMG-20250425-WA0107
Share

 

ଚଳିତ ମାସ 22 ତାରିଖ ଦିନ ପେହେଲେ ଗ୍ରାମ ରେ ହୋଇଥିବା ଆତଙ୍କ ବାଦୀ ହାମଲା ରେ 27 ଜଣ ମୃତୁ ବରଣ କରିଥିବା ପର୍ଯ୍ୟଟଙ୍କ ପାଇଁ ଶ୍ରୀମନ୍ଦିର ସମ୍ମୁଖରେ ପ୍ରଦୀପ ପ୍ରଜ୍ଵଳନ କରିବାସହ ତାଙ୍କର୍ ଆତ୍ମା ର୍ ସଦ୍ଗତିଃ ପାଇଁ ନୀରବ ପ୍ରାର୍ଥନା କରାଯଇଥିଲା. ମୃତୁ ବରଣ କରିଥିବା ପରିବାରକୁ ମହାପ୍ରଭୁ ଜଗନ୍ନାଥ ଧାର୍ଯ୍ୟ ପ୍ରଦାନ କରନ୍ତୁ ଓ ଶାହା ହୁଅନ୍ତୁ ସମସ୍ତେ ଭାବ ରଖିଥିଲେ. ଦେଶର କିପରି ମାନବିକତା ବଞ୍ଚି ରହିବ ସହିତ ଉଗ୍ରବାଦୀଙ୍କ କାର୍ଯ୍ୟକଳାପ ଏହି ମାଟି ରୁ ସମୂହ ବିଲୋପନ ହେବ ତାହା ଉପରେ ସରକାର ଙ୍କ ନଜର ରହୁ ଦେଶର୍ ସମସ୍ତ ତୀର୍ଥ ଓ ପର୍ଯ୍ୟଟନକୁ କଡା କଡି ସୁରକ୍ଷା କରାଯିବା ଉପରେ ସରକାର ଚିନ୍ତିତ ହେବା ଆବଶ୍ୟକତା ଅଛି ବୋଲି ସମସ୍ତ ନିଜ୍ ର୍ ବକ୍ତବ୍ୟ ରଖିଥିଲେ l

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ