ରାଜ୍ୟରେ ନାରୀ ନିର୍ଯ୍ୟାତନା ଦୁଷ୍କର୍ମ, ଗଣ ଦୁଷ୍କର୍ମ,ମହିଳା ନିଖୋଜ, ମହିଳାମାନଙ୍କ ପ୍ରତି ହେଉଥିବା ଅନ୍ୟାୟ ର ପ୍ରତିବାଦରେ ଓଡିଶା ପ୍ରଦେଶ କଂଗ୍ରେସ ତରଫରୁ ମଶାଲ ଶୋଭାଯାତ୍ରା ।

ରାଜ୍ୟରେ ନାରୀ ନିର୍ଯ୍ୟାତନା ଦୁଷ୍କର୍ମ, ଗଣ ଦୁଷ୍କର୍ମ,ମହିଳା ନିଖୋଜ, ମହିଳାମାନଙ୍କ ପ୍ରତି ହେଉଥିବା ଅନ୍ୟାୟ ର ପ୍ରତିବାଦରେ ଓଡିଶା ପ୍ରଦେଶ କଂଗ୍ରେସ ତରଫରୁ ମଶାଲ ଶୋଭାଯାତ୍ରା ।। ଜଗତସିଂପୁର ଜିଲ୍ଲା କୁଜଙ୍ଗ ବ୍ଲକ କୁଜଙ୍ଗ ରେ ଆଜି କଂଗ୍ରେସ ର ପୂର୍ବତନ ବିଧାୟକ ନିରଞ୍ଜନ ନାୟକ ଓ କଂଗ୍ରେସ କର୍ମୀଙ୍କ ତରଫରୁ କାଣ୍ଡେଲ ସୁଭାଯାତ୍ର କରାଯାଇଥିଲା ଏକ ଶାନ୍ତିପୂର୍ଣ ଭାବେ କୁଜଙ୍ଗ ବଜାର ପରିକ୍ରମା କରି ବ୍ଲକ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।ଏବଂ ଏକ ସଭା କରି ବିଜେପି ସରକାର ଉପରେ ବର୍ଷିଥିଲେ।ଯେଉଁ ଭଳି ନାରୀମାନଙ୍କ ଉପରେ ନିର୍ଯ୍ୟାତନା ଦୁଷ୍କର୍ମ କରାଯାଉଛି ସେଥିପାଇଁ ପ୍ରଦେଶ କଂଗ୍ରେସ ନାରୀ ମାନଙ୍କୁ ସୁରକ୍ଷା ଦେବା ପାଇଁ ରାଜରାସ୍ତାକୁ ଓଲାଇବ ବୋଲି ମତ ରଖିଥିଲେ । (ପାରାଦୀପ ରୁ ଦେବାଶିଷ ପାଣିଙ୍କ ରିପୋର୍ଟ ଉପାନ୍ତ ଖବର)