May 10, 2026

ପବିତ୍ର ବାସନ୍ତୀ ପୁଜାରେ ପ୍ରତିଭାସମ୍ପନ୍ନ ବ୍ୟକ୍ତି କୁ ସମ୍ବର୍ଦ୍ଧିତ କଲେ ସଦର ବିଧାୟକ।

IMG-20250409-WA0015
Share

 

ବାଲେଶ୍ବର ( ଦେବାଶିଷ ଦାଶ )

ପବିତ୍ର ବାସନ୍ତୀ ପୂଜା ଉପଲକ୍ଷେ ବାଲେଶ୍ବର ପାତ୍ରପଡା ସୁନହଟ ଠାରେ ମା’ ଦର୍ଶନ କରି ଆଶୀର୍ବାଦ କାମନା କରିବାର ସୌଭାଗ୍ୟ ପାଇଛନ୍ତି ସଦର ବିଧାୟକ।

ଏହି ଅବସରରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରତିଭାସମ୍ପନ୍ନ ବ୍ୟକ୍ତିଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ଶ୍ରୀ ଦତ୍ତ

ଏହି କାର୍ଯ୍ୟକ୍ରମରେ କଳା କଳ୍ପିତ ନାଟ୍ୟ ସଂସ୍ଥା ଦ୍ୱାରା ମଞ୍ଚସ୍ଥ ଅଭିଶପ୍ତ ଅଶ୍ୱତଥମା ନାଟକ ଅତ୍ୟନ୍ତ ଚିତ୍ତାକର୍ଷକ ଥିଲା । ଆଧୁନିକ ଯୁଗରେ ମଧ୍ୟ ଆମ ସଂସ୍କୃତିକୁ ଉଜ୍ଜୀବିତ ରଖିଥିବାରୁ ସମସ୍ତ ଆୟୋଜକ ବନ୍ଧୁଙ୍କୁ ମୋର ସାଧୁବାଦ ଜଣାଇଛନ୍ତି ଶ୍ରୀ ଦତ୍ତ । ଜଗତ ର କଲ୍ୟାଣ ପାଇଁ ମା’ଙ୍କ ପାଖରେ ପ୍ରାର୍ଥନା କରିଛନ୍ତି ଶ୍ରୀ ଦତ୍ତ।