May 10, 2026

କୋରାପୁଟ ଓ ସୁନାବେଡ଼ା ମଧ୍ୟରେ ଯାତାୟାତ ବନ୍ଦ ରହିଛି

IMG-20250403-WA0003
Share

(ଗୁପ୍ତେଶ୍ୱର କୋରାପୁଟ)୦୩.୦୪.୨୦୨୫ ଗତ କାଲି କୋରାପୁଟ ରେ କାଳ ବୋଇସାଖି ପ୍ରଭାବରୁ ବର୍ଷା ହେବା ଦ୍ବାରା ଜୟପୁର ଠାରୁ ବିଜୟନଗର ଯାଉଥିବା ୨୬ ନମ୍ବର ଜାତୀୟ ରାଜପଥ କୋରାପୁଟ ଓ ସୁନାବେଡ଼ା ମଧ୍ୟରେ ଭାରିଜନ କାଦୁଅ ରେ ଫସି ଯିବା ହେତୁ କିଛି ସମୟ ପାଇଁ କୋରାପୁଟ ଓ ସୁନାବେଡ଼ା ମଧ୍ୟରେ ଯାତାୟାତ ବନ୍ଦ ରହିଛି