May 10, 2026
IMG-20250401-WA0013
Share

ପୁରଷ୍କାର ବିତରଣ ଉତ୍ସବ ବୋଲଗଡବ୍ଳକ ମାଣିବନ୍ଧ ସରକାରି ଉଚ୍ଚବିଦ୍ୟାଳୟର ପୁରଷ୍କାର ବିତରଣ ଉତ୍ସବରେ ମୁଖ୍ୟଅତିଥି ଭାବରେ ମାୟାଧର ପଣ୍ଡା, ସ୍କୁଲର ଚେୟାର ମ୍ୟାନ ଓ ଭାଇସ ଚେୟାରମ୍ୟାନ ଉପାନ୍ତ ଖବରର ପ୍ରତିନିଧି ମାନସ ରଞ୍ଜନ କର ଯୋଗ ଦେଇଥିଲେ ମୁଖ୍ୟବକ୍ତା ଭାବରେ ସ୍କୁଲର ପ୍ରଧାନ ଶିକ୍ଷକ ଅମର କୁମାର ବେହେରା ସଭାକୁ ପରିଚାଳନା କରିଥିଲେ ପ୍ରଭାକର ବଳବନ୍ତରାୟ ସେସିକୁମାର ପଟାଙ୍ଗି,ମିତା ନିଜେନା,ଆଶ୍ଵିନୀ ନାଗ, ବିନୋଦ କୁମାର ପରମାଣିକ,ଚିନ୍ମୟ ମଲିକ, ଲଲିତା ନାଏକ,ଶୁଭଶ୍ରୀବିଶ୍ଵାଳ ସୁମିତ୍ରା ପ୍ରଧାନ,ରସ୍ମିତା ବିଶ୍ଵାଳ,ସୂର୍ଣ୍ଣଲତା ସାହୁ, ସ୍ଵମ୍ୟଶ୍ରୀ ପଣ୍ଡା,ଭାଷ୍କର ଚନ୍ଦ୍ର ତ୍ରିପାଠି ସମସ୍ତେ ମିସି ଶାନ୍ତି ଶୃଙ୍ଖଳାର ସହିତ ପୁରସ୍କାର ବିତରଣ ଉତ୍ସବ ଟିକୁ ପାଳନ କରିଥିଲେ ରିପୋର ମାନସ ରଞ୍ଜନ କର