June 24, 2026

ସୁନାବେଡା ମୁନସିପାଲରେ ନୂତନ ନିର୍ବାହୀ ଅଧିକାରୀ

IMG-20230406-WA0024
Share

 

 

ସୁନାବେଡା ପୌର ପରିଷଦ ରେ ଆଜି ନୂତନ ଭାବେ ଶ୍ରୀ ନାରାୟଣ ନାୟକ ଦାଈ ତ୍ବ ନେଇ ଥିବା ଜଣାଯାଇଛି. ସେ ଏଥି ପୂର୍ବ ରୁ କାଲିମେଳା ରେ କାର୍ଯ୍ୟ କରି ଆସୁଥିଲେ. ଏହି ଅବସରରେ ଶ୍ରୀ ପ୍ରଶାନ୍ତ କୋଚିମ. ଟେକ୍ସ କୋଲକଟର ତ୍ରିନାଥ ଚୌଧୁରୀ. କିଶୋର ନାଇକ. ଲଷ୍ମୀଧର ମହାପାତ୍ର. ବବରୁ ରାଓ. କବିତା ବିଶ୍ୱାଳ. ଙ୍କ ସମେତ ସମସ୍ତ କର୍ମ ଚାରି ମାନେ ସ୍ୱାଗତ ଜଣା ଇ ଥିବା ଜଣା ଯାଇଛି. ସମସ୍ତ ୱାର୍ଡ ଇ ସଫେଇ ସହ ପରିଷଦ ର ଉନ୍ନତି କୁ ଧ୍ୟାନ ଦିଆ ହେବ ବୋଲି ସୂଚନା ପ୍ରଦାନ କରି ଥିବା ଜଣା ଯାଇଛି.

ଜ଼ିଲ୍ଲା ପ୍ରତି ନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ନିଉସ ଉପାନ୍ତ ଓଡିଶା

You may have missed