May 11, 2026

୭୬ତମ ସାଧାରଣତନ୍ତ୍ର ଦିବସରେ ମହାବିନାୟକ ସେବା ଟେମ୍ପଲ ଟ୍ରଷ୍ଟ ପକ୍ଷରୁ ଛାତ୍ରଛାତ୍ରୀ ମାନଙ୍କୁ ପୁସ୍ତକ ଓ ବିସ୍କୁଟ ବଣ୍ଟନ ..

IMG-20250127-WA0041
Share

ବବି୬ତମ ସ୍ୱାଧୀନତା ଦିବସରେ ପୁରୀର ଅଗ୍ରଣୀ ଅନୁଷ୍ଠାନ ମହାବିନାୟକ ସେବା ଟେମ୍ପଲ ଟ୍ରଷ୍ଟ ର ଅଧକ୍ଷା ସବିତା ମିଶ୍ରଙ୍କ ଅଧକ୍ଷତାରେ ବଡଦାଣ୍ଡ ସ୍ଥିତ ଉତ୍କଳ ହିନ୍ଦି ବିଦ୍ୟାପୀଠର ଛାତ୍ରଛାତ୍ରୀ ମାନଙ୍କ ପ୍ରଭାତ ଫେରି ପରେ ବିଦ୍ୟାଳୟ ପରିସରରେ ଜାତୀୟ ପତାକା ଉତ୍ତୋଳନ କରାଯିବା ପରେ ବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କୁ ମହାବିନାୟକ ସେବା ଟେମ୍ପଲ ଟ୍ରଷ୍ଟ ପକ୍ଷରୁ ମହାପୁରୁଷ ମାନଙ୍କ ଜୀବନୀ ଉପରେ ପୁସ୍ତକ ସହିତ ବିସ୍କୁଟ ବଣ୍ଟା ଯାଇଥିଲା l ଏହି କାର୍ଯ୍ୟକ୍ରମ ରେ ଅଧକ୍ଷା ସବିତା ମିଶ୍ରଙ୍କ ସହିତ, ଗୀତାଞ୍ଜଳି ପଣ୍ଡା, କୁନା ମିଶ୍ର, ନିରଞ୍ଜନ ମିଶ୍ର, ଝାନ୍ସୀରାଣୀ ମିଶ୍ର, ଲକ୍ଷ୍ମୀପ୍ରିୟା ଦେ, ନମିତା ଶତପଥୀ, ବିଜୟଲକ୍ଷ୍ମୀ ଦାଶ, ବୁଦ୍ଧିମତି ବାରିକ ସାମ୍ବାଦିକ ରମେଶ ସାହୁଙ୍କ ସହିତ ଅନୁଷ୍ଠାନର ସମସ୍ତ ସଦସ୍ୟ ସହଯୋଗ କରିବା ସହିତ ଛାତ୍ରଛାତ୍ରୀ ମାନଙ୍କୁ ଉର୍ସାହିତ କରିଥିଲେ l

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ