September 26, 2026

ମୁଖ୍ୟମନ୍ତ୍ରୀ ମହୋନଚରଣ ମାଝୀ ଙ୍କ ଦ୍ଵାରା ଭୁବନେଶ୍ଵର ଡବଲ୍ ଡେକର ବସ୍ ର ଶୁଭାରମ୍ଭ,

IMG-20250107-WA0062
Share

ଭୁବନେଶ୍ୱର ( ଦେବାଶିଷ ଦାଶ୍ )

ଆଜି ଭୁବନେଶ୍ବର ଗାଢ଼କଣ ବସ୍‌ ଡିପୋ ଠାରେ ୫ଟି ଡବଲ୍ ଡେକର ବସ୍, ୧୦ଟି ହପ୍ ଅନ୍ ହପ୍ ଅଫ୍ ବସ୍ ଏବଂ ୨୫ଟି ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନଙ୍କ ବସ୍ ସେବାର ଶୁଭାରମ୍ଭ କରାଯାଇଛି। ଏହି ବସ ଗୁଡ଼ିକର ଚଳାଚଳ ଦ୍ଵାରା ଯାତାୟାତ ସୁଗମ ହେବା ସହ ପର୍ଯ୍ୟଟନ କ୍ଷେତ୍ରର ଅଭିବୃଦ୍ଧି ଘଟିବ। ଓଡ଼ିଶାରେ ପ୍ରଥମ ଥର ପାଇଁ ଗଢିଥିବା ଡବଲ୍ ଡେକର ବସରେ ମୁଖ୍ୟମନ୍ତ୍ରୀ ବସି ଏହାର ମଜା ମଧ୍ୟ ନେଇଛନ୍ତି,

You may have missed