June 1, 2025

ଗ୍ରାମଆଭିମୁଖେ ଅଭିଯୋଗ ଶୁଣାଣି ଶିବିର   

Share

 

କାଶୀନଗର

ତାରିଖ 19/12/24

 

କାଶୀନଗର ବ୍ଲକ ରେ ରାଜ୍ୟ ସରକାର ଙ୍କ ଏହି ମାସ 19 ତାରିଖ ଠାରୁ 24 ତାରିଖ ପର୍ଯ୍ୟନ୍ତ ବ୍ଲକ ର ବିଭିନ୍ନ ଗ୍ରାମରେ ଜନ ଶୁଣାଣି ଶିବିର ଅନୁଷ୍ଠିତ କରିବା ପାଇଁ ଆଦେଶ ପତ୍ର ଆସିଥିବାରୁ ଆଜି

ପ୍ରଥମ କରି ଆଜି ଏହି ବ୍ଲକ ଅନ୍ତର୍ଗତ ଖାଣ୍ଡବା ପଂଚାୟତର ଆଦର୍ଶ ନଗର ଗ୍ରାମ ଠାରେ ଥିବା ପଞ୍ଚାୟତ ବ୍ଲକ ସ୍ତରୀୟ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଥିଲା. ସ୍ଥାନୀୟ ବି ଡି ଓ ଡ଼ମ୍ବୁରୁ ଧର ମଲ୍ଲିକ ଅଭିଯୋଗ ଶୁଣାଣି କରି ଥିଲେ. ମୋଟ ବ୍ୟକ୍ତିଗତ ଓ ସାମୁହିକ ମିଶି 21 ଟି ଅଭିଯୋଗ ଦାଖଲ ହୋଇଥିଲା. ଉକ୍ତ କାର୍ଯ୍ୟକ୍ରମରେ ସହକାରୀ ଯନ୍ତ୍ରୀ ନାରାୟଣ ପାଢ଼ୀ, ସି ଡି ପି ଓ କନକଲତା ପୂଜାରୀ,ସରପଞ୍ଚ ଓ ନାୟବ ସରପଞ୍ଚ ରକମ ସତୀଶ ସ୍ଥାନୀୟ ପି ଇ ଓ ପ୍ରମୁଖ ଯୋଗ ଦେଇଥିଲେ.

You may have missed