June 21, 2026

ମୋହନା ବନ ବିଭାଗ ଜବତ କଲେ ୧୪ ଖଣ୍ଡ କାଠ ଗଣ୍ଡି ଆସାମୀ ଫେରାର …

IMG-20241119-WA0009
Share


ଗଜପତି ଜିଲ୍ଲା ମୋହନା ବନ ବିଭାଗ ଅଧିକାରୀ ରେଞ୍ଜର ଲକ୍ଷ୍ମୀ ପ୍ରସାଦ ବିଷୋୟୀ ମୋହନା ବନ ବିଭାଗ ଶେଷ ସୀମାରେ ପହଁରା ଦେଉଥିବା ସମୟରେ ଜଙ୍ଗଲ ମଧ୍ୟରେ ୧୪ ଖଣ୍ଡ କାଠ ଗଣ୍ଡି ପଡ଼ିଥିବା ଦେଖି ଜବତ କରିଥିବା ଜଣାପଡିଛି। ମୋହନା ବନ ବିଭାଗ କର୍ମଚାରୀ ରେଞ୍ଜର ଙ୍କ ନେତୃତ୍ୱରେ ସମସ୍ତ କର୍ମଚାରୀ ସହଯୋଗ କରିଥିଲେ। ମୋହନା ଏବଂ ବଡଗଡ ସୀମା ଅନ୍ତର୍ଗତ ଖାରିଚୁଆଁ ଗାଁ ଜଙ୍ଗଲ ମଧ୍ୟରେ ପଡ଼ିଥିବା ଦେଖି ଜବତ କରିଛନ୍ତି ବନ ବିଭାଗ।
ମୋହନା ରୁ ସନ୍ତୋଷ ଗୌଡ଼ ଙ୍କ ରିପୋର୍ଟ